ରାଜଧାନୀର ଚନ୍ଦକା ଅଞ୍ଚଳରେ ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ କଟରରେ କାଟି ଗାଡ଼ିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। କାରରେ ଥିଲେ ମୋଟ ୭ ଜଣ ଯାତ୍ରୀ। ଚନ୍ଦକା ଅଂଚଳର ଭୋଳାରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

15 May 2026 By Madhusudan Das

ରାଜଧାନୀର ଚନ୍ଦକା ଅଞ୍ଚଳରେ ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ କଟରରେ କାଟି ଗାଡ଼ିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। କାରରେ ଥିଲେ ମୋଟ ୭ ଜଣ ଯାତ୍ରୀ। ଚନ୍ଦକା ଅଂଚଳର ଭୋଳାରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର