ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପୁନାମାଗେଟ୍ ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା କାର

The Sakala Picture
Published On

ଭୁବନେଶ୍ୱର ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ପୋଲ ସୁରକ୍ଷା ବାଡ଼ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନବୀନ ନିବାସ ପଟୁ ଏକ ଦ୍ରୁତଗାମୀ ଆଇ୨୦ କାର୍(ଓଡ଼ି-୦୨ବିଆର୍ ୮୨୯୫) ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ କାରଟି ଭାରସାମ୍ୟ ହରାଇଥିଲା । […]

ଭୁବନେଶ୍ୱର ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ପୋଲ ସୁରକ୍ଷା ବାଡ଼ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନବୀନ ନିବାସ ପଟୁ ଏକ ଦ୍ରୁତଗାମୀ ଆଇ୨୦ କାର୍(ଓଡ଼ି-୦୨ବିଆର୍ ୮୨୯୫) ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ କାରଟି ଭାରସାମ୍ୟ ହରାଇଥିଲା । ଫଳରେ ଓଭରବ୍ରିଜ୍ କଡରେ ଲାଗିଥିବା ସୁରକ୍ଷା ବାଡ଼କୁ ଭାଙ୍ଗି ୩୦ ଫୁଟ ତଳକୁ ଖସିପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଗାଡିର ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

22 Jan 2022 By The Sakala

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପୁନାମାଗେଟ୍ ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା କାର

ଭୁବନେଶ୍ୱର ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ପୋଲ ସୁରକ୍ଷା ବାଡ଼ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନବୀନ ନିବାସ ପଟୁ ଏକ ଦ୍ରୁତଗାମୀ ଆଇ୨୦ କାର୍(ଓଡ଼ି-୦୨ବିଆର୍ ୮୨୯୫) ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ କାରଟି ଭାରସାମ୍ୟ ହରାଇଥିଲା । ଫଳରେ ଓଭରବ୍ରିଜ୍ କଡରେ ଲାଗିଥିବା ସୁରକ୍ଷା ବାଡ଼କୁ ଭାଙ୍ଗି ୩୦ ଫୁଟ ତଳକୁ ଖସିପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଗାଡିର ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର