ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲେ ସ୍ୱାମୀ

The Sakala Picture
Published On

ଭୁବନେଶ୍ୱର : ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ। ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରିବା ନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣିବାରୁ ପତ୍ନୀ ପୁଲିସ କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଙ୍କି ଥାନା ତୁଳସୀପୁରର ଅମିତ କୁମାର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପତ୍ନୀ। ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଯୌତୁକ ଟଙ୍କା ମାଗି ଶାରୀରିକ […]

ଭୁବନେଶ୍ୱର : ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ। ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରିବା ନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣିବାରୁ ପତ୍ନୀ ପୁଲିସ କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଙ୍କି ଥାନା ତୁଳସୀପୁରର ଅମିତ କୁମାର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପତ୍ନୀ। ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଯୌତୁକ ଟଙ୍କା ମାଗି ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ମହିଳା ଥାନା ଦୌଡିଥିଲେ ମଧ୍ୟ ନିରାଶ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ବନ୍ଦ ବେଳେ ଭଦ୍ରକରେ ଉତ୍ତେଜନା: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର