ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ୍: ରାତି ୯ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ବର: ରାତି ୯ ଟାରୁ ୧୦ ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ ରୁ ୮୦ ଏବଂ ଝଟକା ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ ପର୍ଯ୍ୟନ୍ତ ରହିବ। ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ […]

ଭୁବନେଶ୍ବର: ରାତି ୯ ଟାରୁ ୧୦ ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ ରୁ ୮୦ ଏବଂ ଝଟକା ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ ପର୍ଯ୍ୟନ୍ତ ରହିବ। ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ । ସାଇକ୍ଲୋନର ବ୍ୟାସାର୍ଦ୍ଧ ଉତ୍ତର -ଦକ୍ଷିଣ ମଧ୍ୟରେ ୧୭୨ କିଲୋମିଟର ରହିଥିବା ବେଳେ ପୂର୍ବ-ପଶ୍ଚିମ ମଧ୍ୟରେ ୧୨୫ କିଲୋମିଟର ରହିଛି ସାଇକ୍ଲୋନର ବ୍ୟାସାର୍ଦ୍ଧ । ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପୁରୀ,ଖୋର୍ଦ୍ଧା, ନବରଙ୍ଗପୁର,ରାୟଗଡା,କନ୍ଧମାଳ, କୋରାପୁଟ,ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ। କିନ୍ତୁ ସମୟେ ସମୟେ ୬୫ ରହିବ ଝଟକା ପବନ। ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍। ଏହାର ପ୍ରଭାବରେ ଆସନ୍ତା କାଲିମଧ୍ୟ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ। ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା। ଏବେ ଗୋପାଳପୁର ଠାରୁ ୨୭୦କିଲୋମିଟର ଏବଂ କଳିଙ୍ଗପାଟନମ୍ ଠାରୁ ୩୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଗୁଲାବ୍। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଇଛି ବାତ୍ୟା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

26 Sep 2021 By The Sakala

ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ୍: ରାତି ୯ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ବର: ରାତି ୯ ଟାରୁ ୧୦ ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ ରୁ ୮୦ ଏବଂ ଝଟକା ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ ପର୍ଯ୍ୟନ୍ତ ରହିବ। ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ । ସାଇକ୍ଲୋନର ବ୍ୟାସାର୍ଦ୍ଧ ଉତ୍ତର -ଦକ୍ଷିଣ ମଧ୍ୟରେ ୧୭୨ କିଲୋମିଟର ରହିଥିବା ବେଳେ ପୂର୍ବ-ପଶ୍ଚିମ ମଧ୍ୟରେ ୧୨୫ କିଲୋମିଟର ରହିଛି ସାଇକ୍ଲୋନର ବ୍ୟାସାର୍ଦ୍ଧ । ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପୁରୀ,ଖୋର୍ଦ୍ଧା, ନବରଙ୍ଗପୁର,ରାୟଗଡା,କନ୍ଧମାଳ, କୋରାପୁଟ,ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ। କିନ୍ତୁ ସମୟେ ସମୟେ ୬୫ ରହିବ ଝଟକା ପବନ। ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍। ଏହାର ପ୍ରଭାବରେ ଆସନ୍ତା କାଲିମଧ୍ୟ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ। ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା। ଏବେ ଗୋପାଳପୁର ଠାରୁ ୨୭୦କିଲୋମିଟର ଏବଂ କଳିଙ୍ଗପାଟନମ୍ ଠାରୁ ୩୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଗୁଲାବ୍। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଇଛି ବାତ୍ୟା।

https://www.thesakala.in/latest-odisha-news/the-landfall-process-will-begin-at-9-p-m/article-5651
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର