୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଘରେ ପଡିରହିଛି ଶବ, ଧର୍ମପରିବର୍ତ୍ତନ ପାଇଁ ଗାଁ ଶ୍ମଶାନରେ ଜାଗା ମିଳି ନ ଥିବା ଅଭିଯୋଗ..

The Sakala Picture
Published On

ନବରଙ୍ଗପୁର: ଧର୍ମପରିବର୍ତ୍ତନ ପାଇଁ ଗାଁ ଶ୍ମଶାନ ଜାଗା ମିଳି ନ ଥିବା ଅଭିଯୋଗ। କାଲିଠୁ ଘରେ ପଡି ରହିଛି ଶବ। ଶ୍ମଶାନରେ ମିଳିଲାନି ଜାଗା। ପ୍ରଶାସନର ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ। ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ନିଜ ଧର୍ମରୁ ଅନ୍ୟ ଏକ ଧର୍ମକୁ ପରିବର୍ତ୍ତନ କରିଥିଲେ। ଗତକାଲି ସକାଳେ […]

ନବରଙ୍ଗପୁର: ଧର୍ମପରିବର୍ତ୍ତନ ପାଇଁ ଗାଁ ଶ୍ମଶାନ ଜାଗା ମିଳି ନ ଥିବା ଅଭିଯୋଗ। କାଲିଠୁ ଘରେ ପଡି ରହିଛି ଶବ। ଶ୍ମଶାନରେ ମିଳିଲାନି ଜାଗା। ପ୍ରଶାସନର ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ନିଜ ଧର୍ମରୁ ଅନ୍ୟ ଏକ ଧର୍ମକୁ ପରିବର୍ତ୍ତନ କରିଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ପଡ଼ିଥିଲେ ପରିବାରଲୋକେ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇ ନ ଥିଲେ। ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର ସସ୍ମିତା ଜେନା, ପାପଡାହାଣ୍ଡି SDPO ମୀନାକ୍ଷୀ ଠାକୁର ଓ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝି ନ ଥିଲେ। ଫଳରେ ପ୍ରାୟ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ଶବ ଘରେ ପଡିରହିଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

29 Oct 2024 By The Sakala

୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଘରେ ପଡିରହିଛି ଶବ, ଧର୍ମପରିବର୍ତ୍ତନ ପାଇଁ ଗାଁ ଶ୍ମଶାନରେ ଜାଗା ମିଳି ନ ଥିବା ଅଭିଯୋଗ..

ନବରଙ୍ଗପୁର: ଧର୍ମପରିବର୍ତ୍ତନ ପାଇଁ ଗାଁ ଶ୍ମଶାନ ଜାଗା ମିଳି ନ ଥିବା ଅଭିଯୋଗ। କାଲିଠୁ ଘରେ ପଡି ରହିଛି ଶବ। ଶ୍ମଶାନରେ ମିଳିଲାନି ଜାଗା। ପ୍ରଶାସନର ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ।

ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ନିଜ ଧର୍ମରୁ ଅନ୍ୟ ଏକ ଧର୍ମକୁ ପରିବର୍ତ୍ତନ କରିଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ପଡ଼ିଥିଲେ ପରିବାରଲୋକେ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇ ନ ଥିଲେ। ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର ସସ୍ମିତା ଜେନା, ପାପଡାହାଣ୍ଡି SDPO ମୀନାକ୍ଷୀ ଠାକୁର ଓ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝି ନ ଥିଲେ। ଫଳରେ ପ୍ରାୟ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ଶବ ଘରେ ପଡିରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର