ନବୀନ ନିବାସରୁ ବାହାରି ଆସି ବିଜେପି ବିଧାୟକଙ୍କୁ ପାଚ୍ଛୋଟି ନେଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଚାଷୀଙ୍କ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିବା ବେଳେ ନବୀନ ନିବାସ ଆଗରେ ଧାରଣରେ ବସିଥିଲେ। ବିଜେଡି ବିଧାୟକ ଓ କର୍ମୀ ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ଯ ଯାଇ ନ ଥିଲେ। ଶେଷରେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ନିଜେ ଆସି ପହଞ୍ଚିଥିଲେ। ଆଲୋଚନା ପାଇଁ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସକୁ ଡାକିଥିଲେ। […]

ଭୁବନେଶ୍ବର: ଚାଷୀଙ୍କ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିବା ବେଳେ ନବୀନ ନିବାସ ଆଗରେ ଧାରଣରେ ବସିଥିଲେ। ବିଜେଡି ବିଧାୟକ ଓ କର୍ମୀ ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ଯ ଯାଇ ନ ଥିଲେ। ଶେଷରେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ନିଜେ ଆସି ପହଞ୍ଚିଥିଲେ। ଆଲୋଚନା ପାଇଁ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସକୁ ଡାକିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷଘରୁ ୩୦ ପ୍ୟାକେଟ୍ ଡାଲଡ଼ା ଘିଅ ଜବତ, ତଦନ୍ତ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ବିଜେପି ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲେ । ସେଠାରେ ମହିଳା ବିଜେଡି ଗୋଷ୍ଠି ପକ୍ଷରୁ ବିଜେପିକୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଥିଲା। ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ପ୍ରଥମେ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା । ବିଜେଡି ଦାବି କରିଥିଲା ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ତେଣୁ ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ଯନ୍ତ ଗୃହ ଚଳାଇଦେବୁ ନାହୁଁ ।

ଆହୁରି ପଢ଼ନ୍ତୁ: ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ

ସେପଟେ ଚାଷୀଙ୍କ ପାଇଁ ଚିତ୍କାର କରି ଏବଂ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରିଛି । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ  ବିଜେପି ସାଧା ସଳଖ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲା ।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

ଷଷ୍ଠ ଦିନରେ ମଧ୍ଯ  ବିଧାନସଭାରେ ଅଚଳ ଅବସ୍ଥା ଜାରି ରହିଛି। ଆରମ୍ଭରୁ ଗୃହ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।

18 Mar 2021 By The Sakala

ନବୀନ ନିବାସରୁ ବାହାରି ଆସି ବିଜେପି ବିଧାୟକଙ୍କୁ ପାଚ୍ଛୋଟି ନେଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ଚାଷୀଙ୍କ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିବା ବେଳେ ନବୀନ ନିବାସ ଆଗରେ ଧାରଣରେ ବସିଥିଲେ। ବିଜେଡି ବିଧାୟକ ଓ କର୍ମୀ ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ଯ ଯାଇ ନ ଥିଲେ। ଶେଷରେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ନିଜେ ଆସି ପହଞ୍ଚିଥିଲେ। ଆଲୋଚନା ପାଇଁ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସକୁ ଡାକିଥିଲେ।

ସୂଚନା ଅନୁଯାୟୀ, ବିଜେପି ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲେ । ସେଠାରେ ମହିଳା ବିଜେଡି ଗୋଷ୍ଠି ପକ୍ଷରୁ ବିଜେପିକୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଥିଲା। ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ପ୍ରଥମେ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା । ବିଜେଡି ଦାବି କରିଥିଲା ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ତେଣୁ ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ଯନ୍ତ ଗୃହ ଚଳାଇଦେବୁ ନାହୁଁ ।

ସେପଟେ ଚାଷୀଙ୍କ ପାଇଁ ଚିତ୍କାର କରି ଏବଂ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରିଛି । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ  ବିଜେପି ସାଧା ସଳଖ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲା ।

ଷଷ୍ଠ ଦିନରେ ମଧ୍ଯ  ବିଧାନସଭାରେ ଅଚଳ ଅବସ୍ଥା ଜାରି ରହିଛି। ଆରମ୍ଭରୁ ଗୃହ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର