ମହଙ୍ଗା ପଡିଲା ମଙ୍ଗଳା ଓଷା, ମନ୍ଦିରରେ ଭିଡ଼ ଯୋଗୁଁ ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ୍

The Sakala Picture
Published On

ତାଳଚେର : ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖିଲା ତାଳଚେର ପୁଲିସ। ସୂଚନା ଅନୁଯାୟୀ ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ ଅସମ୍ଭାଳ ଭିଡ ଜମିଥିଲା । ସ୍ଥାନୀୟ ଲୋକେ କରୋନା କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ […]

ତାଳଚେର : ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖିଲା ତାଳଚେର ପୁଲିସ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

ସୂଚନା ଅନୁଯାୟୀ ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ ଅସମ୍ଭାଳ ଭିଡ ଜମିଥିଲା । ସ୍ଥାନୀୟ ଲୋକେ କରୋନା କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେବାଳୟରେ ଭିଡ ନକରି କଟକଣା ଅନୁଯାୟୀ ପୂଜାପାଠ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ହେଲେ ଏହି ନିର୍ଦ୍ଦେଶକୁ ଫୁ କରି ମନ୍ଦିରରେ ବ୍ୟାପକ ଭିଡ ଜମିଥିଲା ।

ଆହୁରି ପଢ଼ନ୍ତୁ: ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ମନ୍ଦିର ପରିସରରୁ ବାହାର କରିଥିଲା । ତେବେ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୁଲିସ ଅଟକ ରଖିଛି ।

ଆହୁରି ପଢ଼ନ୍ତୁ: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

20 Apr 2021 By The Sakala

ମହଙ୍ଗା ପଡିଲା ମଙ୍ଗଳା ଓଷା, ମନ୍ଦିରରେ ଭିଡ଼ ଯୋଗୁଁ ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ୍

ତାଳଚେର : ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖିଲା ତାଳଚେର ପୁଲିସ।

ସୂଚନା ଅନୁଯାୟୀ ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ ଅସମ୍ଭାଳ ଭିଡ ଜମିଥିଲା । ସ୍ଥାନୀୟ ଲୋକେ କରୋନା କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେବାଳୟରେ ଭିଡ ନକରି କଟକଣା ଅନୁଯାୟୀ ପୂଜାପାଠ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ହେଲେ ଏହି ନିର୍ଦ୍ଦେଶକୁ ଫୁ କରି ମନ୍ଦିରରେ ବ୍ୟାପକ ଭିଡ ଜମିଥିଲା ।

ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ମନ୍ଦିର ପରିସରରୁ ବାହାର କରିଥିଲା । ତେବେ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୁଲିସ ଅଟକ ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର