ମାଲିକାଣୀ ଘରୁ ସୁନା ଚୋରି କରି ଗିରଫ ହେଲେ ଚାକରାଣୀ

The Sakala Picture
Published On

ଭୁବନେଶ୍ବର: ଘର ସଫା କରିବା ବାହାନାରେ ହାତ ସଫେଇ କରୁଥିଲା ଘରକାମରେ ନିୟୋଜିତ ଚାକରାଣୀ। ମାଲିକାଣି ଘରେ ଥିବା ଅବସ୍ଥାରେ ସୁନାଗହଣା ଚୋରି କରୁଥିବା। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ । ଘରୁ ବିଭିନ୍ନ ପର୍ଯ୍ୟାୟରେ ସୁନା ଚେନଠୁ ଆରମ୍ଭ କରି ସୁନା ହାର, ସୁନାର କଡା ସମେତ ଗୋଲଡ଼ କଏନ ଓ ଲକେଟ ଚୋରି କରି ବ୍ୟାଙ୍କରୁ ଆଣିଥିଲା ଗୋଲଡ଼ ଲୋନ। ଏମିତି ଢ଼ଙ୍ଗରେ ମାଲିକ ଘରୁ କଳାକନା ବୁଲାଇ ଥିବା ସହାୟିକାକୁ ଗିରଫ […]

ଭୁବନେଶ୍ବର: ଘର ସଫା କରିବା ବାହାନାରେ ହାତ ସଫେଇ କରୁଥିଲା ଘରକାମରେ ନିୟୋଜିତ ଚାକରାଣୀ। ମାଲିକାଣି ଘରେ ଥିବା ଅବସ୍ଥାରେ ସୁନାଗହଣା ଚୋରି କରୁଥିବା। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ । ଘରୁ ବିଭିନ୍ନ ପର୍ଯ୍ୟାୟରେ ସୁନା ଚେନଠୁ ଆରମ୍ଭ କରି ସୁନା ହାର, ସୁନାର କଡା ସମେତ ଗୋଲଡ଼ କଏନ ଓ ଲକେଟ ଚୋରି କରି ବ୍ୟାଙ୍କରୁ ଆଣିଥିଲା ଗୋଲଡ଼ ଲୋନ। ଏମିତି ଢ଼ଙ୍ଗରେ ମାଲିକ ଘରୁ କଳାକନା ବୁଲାଇ ଥିବା ସହାୟିକାକୁ ଗିରଫ କରିଛି  ଖଣ୍ଡଗିରି  ପୁଲିସ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଗିରଫ ହୋଇଥିବା ଚାକରାଣୀ ଜଣକ ହେଲେ ଇନ୍ଦୁ ରାଓ ତାଙ୍କ ଘର ଡୁମୁଡୁମା ରଘୁନାଥ ନଗରରେ । ଏହାସହ ତାକୁ ଏହି ଚୋରିରେ ସହଯୋଗ କରୁଥିବା ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀକୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଛି ପୁଲିସ। ତେବେ ସୁଚନା ମୂତାବକ, ଗତ ୧୯ ତାରିଖରେ ଏନେଇ ଖଣ୍ଡଗିରି ଥାନାରେ ଡୁମୁଡୁମାର ସଫ୍ଟଓ୍ବେୟାର ଇଂଞ୍ଜିନିୟର ନିବେଦିତା ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର