ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା, ୩ ମୃତ, ୨ ଗୁରୁତର

The Sakala Picture
Published On

ସୁନ୍ଦରଗଡ଼ :  କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋର ସକାଳ ୩ ଘଟିକା ସମୟରେ ଏକ ବାହାଘର ଭୋଜି ଖାଇ କେନ୍ଦୁଝରରୁ କୋଇଡାକୁ ଫେରୁ ଥିବାବେଳେ ଜାତୀୟ ରାଜପଥର ରେଙ୍ଗାଳବେଡା ଠାରେ ସ୍କର୍ପିଓକୁ ଧକ୍କା ଦେଇଛି ହାଇଓ୍ବା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗୋଟିଏ ପରିବାର ୭ କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ କୋଇଡ଼ା ଫେରୁଥିଲେ। କୋଇଡା ଥାନା […]

ସୁନ୍ଦରଗଡ଼ :  କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋର ସକାଳ ୩ ଘଟିକା ସମୟରେ ଏକ ବାହାଘର ଭୋଜି ଖାଇ କେନ୍ଦୁଝରରୁ କୋଇଡାକୁ ଫେରୁ ଥିବାବେଳେ ଜାତୀୟ ରାଜପଥର ରେଙ୍ଗାଳବେଡା ଠାରେ ସ୍କର୍ପିଓକୁ ଧକ୍କା ଦେଇଛି ହାଇଓ୍ବା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ଗୋଟିଏ ପରିବାର ୭ କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ କୋଇଡ଼ା ଫେରୁଥିଲେ। କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟରେ ଏକ ସ୍କର୍ପିଓକୁ ହାଇୱା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ସହ ଜଣେ ମହିଳା ରହିଥିବା ବେଳେ ଗୁରୁତର ମଧ୍ୟରୁ ଜଣେ କୋଇଡାର ପୂର୍ବତନ ସରପଞ୍ଚ ସନ୍ଧ୍ୟା ନାଏକ ଥିବା ଜଣା ପଡ଼ିଛି।

10 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର