ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି

The Sakala Picture
Published On

ରାଉରକେଲା: ବିଶ୍ଵ କପ ଟ୍ରଫି ଆଜି ରାଉରକେଲା ସହରର ବେଦବ୍ୟାସ ମନ୍ଦିରରେ ପହଞ୍ଚିଲା। ସକାଳ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିବା ପରେ ଆଳତୀ କରାଯାଇ ଟ୍ରଫି ରାଉରକେଲା ସହର ପରିକ୍ରମା ଆରମ୍ଭ କଲା। ରାଉରକେଲା ସହରର ବେଦବ୍ୟାସ, ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ, ଦାଣ୍ଡିଆପାଲି, ପାନପୋଷ ଗାନ୍ଧି ଛକ, ଦେଓଗାଁ, ଫର୍ଟିଲାଇଜର, ପାନପୋଷ ହକି ଛକ, ହନୁମାନ ବାଟିକା, ରାଉରକେଲା ମହାନଗର ନିଗମ ଅଫିସ ଗସ୍ତ କରିବ। ପରେ ଉଦିତନଗର, ଡେଲି […]

ରାଉରକେଲା: ବିଶ୍ଵ କପ ଟ୍ରଫି ଆଜି ରାଉରକେଲା ସହରର ବେଦବ୍ୟାସ ମନ୍ଦିରରେ ପହଞ୍ଚିଲା। ସକାଳ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିବା ପରେ ଆଳତୀ କରାଯାଇ ଟ୍ରଫି ରାଉରକେଲା ସହର ପରିକ୍ରମା ଆରମ୍ଭ କଲା। ରାଉରକେଲା ସହରର ବେଦବ୍ୟାସ, ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ, ଦାଣ୍ଡିଆପାଲି, ପାନପୋଷ ଗାନ୍ଧି ଛକ, ଦେଓଗାଁ, ଫର୍ଟିଲାଇଜର, ପାନପୋଷ ହକି ଛକ, ହନୁମାନ ବାଟିକା, ରାଉରକେଲା ମହାନଗର ନିଗମ ଅଫିସ ଗସ୍ତ କରିବ। ପରେ ଉଦିତନଗର, ଡେଲି ମାର୍କେଟ, ବନ୍ଧମୁଣ୍ଡା, ସେକ୍ଟର-୨ , ସେଠାରୁ ଜଗଦାସ୍ଥିତ ଏମ୍‌ଜିଏମ୍‌ ସ୍କୁଲ, ସରନା ଛକ ହୋଇ ଝିରପାଣି ଚର୍ଚ୍ଚ ଛକରେ ପହଞ୍ଚିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍‌ ଛକ, ଛେଣ୍ଡ କଲୋନି ରିମ୍‌ସ କଲେଜ ହୋଇ ରାତିରେ ୭ଟାରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରେ ପହଞ୍ଚିବ। ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍‌ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍‌, କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀ‌ଟୋଲା ହୋଇ ରାତି ୧୨ଟା ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବ। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

12 Jan 2023 By The Sakala

ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି

ରାଉରକେଲା: ବିଶ୍ଵ କପ ଟ୍ରଫି ଆଜି ରାଉରକେଲା ସହରର ବେଦବ୍ୟାସ ମନ୍ଦିରରେ ପହଞ୍ଚିଲା। ସକାଳ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିବା ପରେ ଆଳତୀ କରାଯାଇ ଟ୍ରଫି ରାଉରକେଲା ସହର ପରିକ୍ରମା ଆରମ୍ଭ କଲା। ରାଉରକେଲା ସହରର ବେଦବ୍ୟାସ, ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ, ଦାଣ୍ଡିଆପାଲି, ପାନପୋଷ ଗାନ୍ଧି ଛକ, ଦେଓଗାଁ, ଫର୍ଟିଲାଇଜର, ପାନପୋଷ ହକି ଛକ, ହନୁମାନ ବାଟିକା, ରାଉରକେଲା ମହାନଗର ନିଗମ ଅଫିସ ଗସ୍ତ କରିବ। ପରେ ଉଦିତନଗର, ଡେଲି ମାର୍କେଟ, ବନ୍ଧମୁଣ୍ଡା, ସେକ୍ଟର-୨ , ସେଠାରୁ ଜଗଦାସ୍ଥିତ ଏମ୍‌ଜିଏମ୍‌ ସ୍କୁଲ, ସରନା ଛକ ହୋଇ ଝିରପାଣି ଚର୍ଚ୍ଚ ଛକରେ ପହଞ୍ଚିବ।

ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍‌ ଛକ, ଛେଣ୍ଡ କଲୋନି ରିମ୍‌ସ କଲେଜ ହୋଇ ରାତିରେ ୭ଟାରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରେ ପହଞ୍ଚିବ। ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍‌ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍‌, କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀ‌ଟୋଲା ହୋଇ ରାତି ୧୨ଟା ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବ। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

https://www.thesakala.in/latest-odisha-news/sundargarh/the-hockey-world-cup-trophy-has-arrived-in-rourkela/article-18072
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର