ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ମୃତ, ୧୨ ଖେଳାଳି ଗୁରୁତର

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଫୁଟବଲ ପଡ଼ିଆରେ ବଜ୍ରପାତ। ଏହି ବଜ୍ରପାତପେ ଦୁଇ ଜଣ ଫୁଟବଲ ଖେଳାଳିଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଫୁଟବଲ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି।  ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ ଖେଳାଳିଙ୍କ ନାଁ ପାର୍ତାଗୁଟୁ ଗ୍ରାମର ଅଜୟ ଲାଖୁଆ ଓ ମାଇକେଲ ସୁରିନ ବୋଲି ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

09 Oct 2022 By The Sakala

ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ମୃତ, ୧୨ ଖେଳାଳି ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଫୁଟବଲ ପଡ଼ିଆରେ ବଜ୍ରପାତ। ଏହି ବଜ୍ରପାତପେ ଦୁଇ ଜଣ ଫୁଟବଲ ଖେଳାଳିଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଫୁଟବଲ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି।  ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ ଖେଳାଳିଙ୍କ ନାଁ ପାର୍ତାଗୁଟୁ ଗ୍ରାମର ଅଜୟ ଲାଖୁଆ ଓ ମାଇକେଲ ସୁରିନ ବୋଲି ଜଣା ପଡ଼ିଛି।

https://www.thesakala.in/latest-odisha-news/sundargarh/lightning-strike-on-football-field-2-dead-12-players-seriously-injured/article-15580
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର