ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ସେହିଭଳି ଢେଙ୍କାନାଳରେ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା […]

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ସେହିଭଳି ଢେଙ୍କାନାଳରେ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏତେ ସଂଖ୍ୟକ ପୋଷ୍ଟ ବାହାରିଥିବାରୁ ସମ୍ବଲପୁରରେ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସବୁଠି ଶାନ୍ତିଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । ଏତେ ସଂଖ୍ୟାକ ପଦବୀରେ ନିଯୁକ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଶାୟୀ ।

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

19 Mar 2023 By The Sakala

ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

ସେହିଭଳି ଢେଙ୍କାନାଳରେ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏତେ ସଂଖ୍ୟକ ପୋଷ୍ଟ ବାହାରିଥିବାରୁ ସମ୍ବଲପୁରରେ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସବୁଠି ଶାନ୍ତିଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । ଏତେ ସଂଖ୍ୟାକ ପଦବୀରେ ନିଯୁକ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଶାୟୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର