ନୃଶଂସ ପୁଅର ଠେଙ୍ଗା ମାଡରେ ମା’ର ମୃତ୍ୟୁ

The Sakala Picture
Published On

ବାରିପଦା: ନୃଶଂସ ପୁଅର ଠେଙ୍ଗା ମାଡରେ ଚାଲିଗଲା ମା’ର ଜୀବନ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଚିଆପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଅର ଠେଙ୍ଗା ମାଡରେ ମା’ର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଯବା କିସ୍କୁ ଓ ହତ୍ୟାକାରୀ ପୁଅ ହେଲେ କାହ୍ନୁ କିସ୍କୁ । ଗତ ରାତିରେ ମା’-ପୁଅ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଠେଙ୍ଗାରେ ମା’ଙ୍କୁ ମାଡ […]

ବାରିପଦା: ନୃଶଂସ ପୁଅର ଠେଙ୍ଗା ମାଡରେ ଚାଲିଗଲା ମା’ର ଜୀବନ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଚିଆପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଅର ଠେଙ୍ଗା ମାଡରେ ମା’ର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଯବା କିସ୍କୁ ଓ ହତ୍ୟାକାରୀ ପୁଅ ହେଲେ କାହ୍ନୁ କିସ୍କୁ । ଗତ ରାତିରେ ମା’-ପୁଅ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଠେଙ୍ଗାରେ ମା’ଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାହ୍ନୁକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ; ନବୀନ କହିଲେ, ‘ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର