ନିଶା ଖାଇବାକୁ ପଇସା ନଦେବାରୁ ଲୁହା ରଡରେ ପିଟିପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ

The Sakala Picture
Published On

ଆଠଗଡ଼: ବାପାକୁ ହତ୍ୟା କଲା ନୃଶଂସ ପୁଅ । ଗଞ୍ଜେଇ ଖାଇବାକୁ ପଇସା ନଦେବାରୁ ଲୁହା ରଡରେ ପିଟିପିଟି ଅତି ନୃଶଂସ ଭାବେ ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ । ମୃତକ ଜଣକ ବେଣ୍ଟପଦା ଗ୍ରାମର ୭୦ ବର୍ଷୀୟ ବାଲୁଙ୍କେଶ୍ୱର ମହାନ୍ତି । ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତିକୁ ଅଟକ ରଖ ତଦନ୍ତ କରୁଛି ଆଠଗଡ଼ ପୋଲିସ। ଅଭିଯୁକ୍ତ ପୁଅ ଅପର୍ତି […]

ଆଠଗଡ଼: ବାପାକୁ ହତ୍ୟା କଲା ନୃଶଂସ ପୁଅ । ଗଞ୍ଜେଇ ଖାଇବାକୁ ପଇସା ନଦେବାରୁ ଲୁହା ରଡରେ ପିଟିପିଟି ଅତି ନୃଶଂସ ଭାବେ ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ । ମୃତକ ଜଣକ ବେଣ୍ଟପଦା ଗ୍ରାମର ୭୦ ବର୍ଷୀୟ ବାଲୁଙ୍କେଶ୍ୱର ମହାନ୍ତି । ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତିକୁ ଅଟକ ରଖ ତଦନ୍ତ କରୁଛି ଆଠଗଡ଼ ପୋଲିସ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଅଭିଯୁକ୍ତ ପୁଅ ଅପର୍ତି ମାନସିକ ରୋଗୀ ହୋଇଥିବାରୁ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। ନିଶାଦ୍ରବ୍ୟ ଖାଇବା ପାଇଁ ବାପାକୁ ପଇସା ମାଗିଥିଲା, ମାତ୍ର ପଇସା ନଦେବାରୁ ବାପାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

30 Apr 2023 By The Sakala

ନିଶା ଖାଇବାକୁ ପଇସା ନଦେବାରୁ ଲୁହା ରଡରେ ପିଟିପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ

ଆଠଗଡ଼: ବାପାକୁ ହତ୍ୟା କଲା ନୃଶଂସ ପୁଅ । ଗଞ୍ଜେଇ ଖାଇବାକୁ ପଇସା ନଦେବାରୁ ଲୁହା ରଡରେ ପିଟିପିଟି ଅତି ନୃଶଂସ ଭାବେ ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ । ମୃତକ ଜଣକ ବେଣ୍ଟପଦା ଗ୍ରାମର ୭୦ ବର୍ଷୀୟ ବାଲୁଙ୍କେଶ୍ୱର ମହାନ୍ତି । ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତିକୁ ଅଟକ ରଖ ତଦନ୍ତ କରୁଛି ଆଠଗଡ଼ ପୋଲିସ।

ଅଭିଯୁକ୍ତ ପୁଅ ଅପର୍ତି ମାନସିକ ରୋଗୀ ହୋଇଥିବାରୁ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। ନିଶାଦ୍ରବ୍ୟ ଖାଇବା ପାଇଁ ବାପାକୁ ପଇସା ମାଗିଥିଲା, ମାତ୍ର ପଇସା ନଦେବାରୁ ବାପାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର