ମଦ ପିଇବା ପାଇଁ ପଇସା ନଦେବାରୁ ବାପାକୁ ପିଟିପିଟି ମାରିଦେଲା ନାବାଳକ ପୁଅ

The Sakala Picture
Published On

ତୁରୁମୁଙ୍ଗା/କେନ୍ଦୁଝର : ମଦ ପିଇବାକୁ ପଇସା ନଦେବାରୁ ଜଣେ ନାବାଳକ ତାର ବାପାକୁ ପିଟିପିଟି ମାରିଦେବେ ଘଟଣା ଜିଲ୍ଲାରେ ଛାଞ୍ଚଲ୍ୟ ଖେଳାଇ ଦେଇଛି। ପୁଅର ମାଡ଼ରେ ବାପାର ମୃତ୍ୟୁ ପରି ଏକ ଅଭାବନିୟ ଘଟଣା ଘଟିଯାଇଛି ।କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଙ୍ଗିକଳା ବେଣ୍ଟକାର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାହିର ସୀତାରାମ ବେଣ୍ଟକାର ଙ୍କର ନିଜ ନାବାଳକ ପୁଅର ମାଡ଼ରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ନାବାଳକ ପୁଅ ଗୁରୁବାର ସନ୍ଧ୍ୟାରେ ମଦ ପିଇବାକୁ […]

ତୁରୁମୁଙ୍ଗା/କେନ୍ଦୁଝର : ମଦ ପିଇବାକୁ ପଇସା ନଦେବାରୁ ଜଣେ ନାବାଳକ ତାର ବାପାକୁ ପିଟିପିଟି ମାରିଦେବେ ଘଟଣା ଜିଲ୍ଲାରେ ଛାଞ୍ଚଲ୍ୟ ଖେଳାଇ ଦେଇଛି। ପୁଅର ମାଡ଼ରେ ବାପାର ମୃତ୍ୟୁ ପରି ଏକ ଅଭାବନିୟ ଘଟଣା ଘଟିଯାଇଛି ।କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଙ୍ଗିକଳା ବେଣ୍ଟକାର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାହିର ସୀତାରାମ ବେଣ୍ଟକାର ଙ୍କର ନିଜ ନାବାଳକ ପୁଅର ମାଡ଼ରେ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

ସୂଚନା ଅନୁସାରେ ନାବାଳକ ପୁଅ ଗୁରୁବାର ସନ୍ଧ୍ୟାରେ ମଦ ପିଇବାକୁ ବାପା ସିତାରାମ ବେଣ୍ଟକାରଙ୍କୁ ଟଙ୍କା ମାଗିଥିଲା । ସୀତାରାମ ଟଙ୍କା ଦେବାକୁ ମନାକରିବାରୁ ନାବାଳକ ପୁଅ ଗାଳି ଗୁଳଜ କରି ପଳାଇ ଯାଇଥିଲା ।ପରବର୍ତ୍ତୀ ମୁହୂର୍ତ୍ତରେ ମଦ ପିଇ ଆସି ମଦ ନିଶାରେ ଏକ ଲୁହା ପାଇପରେ ବାପା ସୀତାରାମର ମୁଣ୍ଡ କୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

13 Jan 2022 By The Sakala

ମଦ ପିଇବା ପାଇଁ ପଇସା ନଦେବାରୁ ବାପାକୁ ପିଟିପିଟି ମାରିଦେଲା ନାବାଳକ ପୁଅ

ତୁରୁମୁଙ୍ଗା/କେନ୍ଦୁଝର : ମଦ ପିଇବାକୁ ପଇସା ନଦେବାରୁ ଜଣେ ନାବାଳକ ତାର ବାପାକୁ ପିଟିପିଟି ମାରିଦେବେ ଘଟଣା ଜିଲ୍ଲାରେ ଛାଞ୍ଚଲ୍ୟ ଖେଳାଇ ଦେଇଛି। ପୁଅର ମାଡ଼ରେ ବାପାର ମୃତ୍ୟୁ ପରି ଏକ ଅଭାବନିୟ ଘଟଣା ଘଟିଯାଇଛି ।କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଙ୍ଗିକଳା ବେଣ୍ଟକାର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାହିର ସୀତାରାମ ବେଣ୍ଟକାର ଙ୍କର ନିଜ ନାବାଳକ ପୁଅର ମାଡ଼ରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ନାବାଳକ ପୁଅ ଗୁରୁବାର ସନ୍ଧ୍ୟାରେ ମଦ ପିଇବାକୁ ବାପା ସିତାରାମ ବେଣ୍ଟକାରଙ୍କୁ ଟଙ୍କା ମାଗିଥିଲା । ସୀତାରାମ ଟଙ୍କା ଦେବାକୁ ମନାକରିବାରୁ ନାବାଳକ ପୁଅ ଗାଳି ଗୁଳଜ କରି ପଳାଇ ଯାଇଥିଲା ।ପରବର୍ତ୍ତୀ ମୁହୂର୍ତ୍ତରେ ମଦ ପିଇ ଆସି ମଦ ନିଶାରେ ଏକ ଲୁହା ପାଇପରେ ବାପା ସୀତାରାମର ମୁଣ୍ଡ କୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର