ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ, ୨ ବର୍ଷରେ ସାପ ଚୋଟରେ ୧୮୫୯ ଜଣଙ୍କ ଗଲାଣି ଜୀବନ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। […]

ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ତା’ ପଛକୁ ରହିଛନ୍ତି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

13 Mar 2025 By The Sakala

ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ, ୨ ବର୍ଷରେ ସାପ ଚୋଟରେ ୧୮୫୯ ଜଣଙ୍କ ଗଲାଣି ଜୀବନ

ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି।

ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ତା’ ପଛକୁ ରହିଛନ୍ତି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର