ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ

The Sakala Picture
Published On

ସୁବର୍ଣ୍ଣପୁର: ମହଙ୍ଗା ପଡିଲା ସାପ ସହ ଖେଳ। ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ । ଉକ୍ତ ସାପ ଧରାଳି ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଳ ଗାଁରୁ ଜଣଙ୍କ ଘରୁ ସାପଟିକୁ ଧରିଥଲେ। ଏହା ପରେ ସେ କୌଣସି କାମରେ ସାପଟିକୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ ସାପ ଦେଖାଉଥିବା ବେଳେ ସାପ ଧରାଳିଙ୍କୁ ଚୋଟ ମାରିଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲା ନେବା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର