ଆଜିଠାରୁ ଆରମ୍ଭ ହେଲା ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରିବହନ ଆପରେ ବୁକିଂ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ତାହା ବାତିଲ ହେବ । ପୁଣି ଥରେ ସେମାନଙ୍କୁ ଆବେଦନ କରିବାକୁ ହେବ । […]

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରିବହନ ଆପରେ ବୁକିଂ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ତାହା ବାତିଲ ହେବ । ପୁଣି ଥରେ ସେମାନଙ୍କୁ ଆବେଦନ କରିବାକୁ ହେବ । ଯେଉଁମାନେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଦେୟ ପ୍ରଦାନ କରିଥିଲେ, ତାହା ବଳବତ୍ତର ରହିବ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ୍ ।

ଆହୁରି ପଢ଼ନ୍ତୁ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

09 Aug 2021 By The Sakala

ଆଜିଠାରୁ ଆରମ୍ଭ ହେଲା ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରିବହନ ଆପରେ ବୁକିଂ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ତାହା ବାତିଲ ହେବ । ପୁଣି ଥରେ ସେମାନଙ୍କୁ ଆବେଦନ କରିବାକୁ ହେବ । ଯେଉଁମାନେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଦେୟ ପ୍ରଦାନ କରିଥିଲେ, ତାହା ବଳବତ୍ତର ରହିବ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର