ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

The Sakala Picture
Published On

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ବାହାରକୁ କାଢ଼ିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ […]

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ବାହାରକୁ କାଢ଼ିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ ଅଣ ସେବାୟତଙ୍କୁ ରଥରୁ ବାହାରକୁ କାଢ଼ିଥିଲେ। ଏହି ସମୟରେ କେତେକ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିବାର ନଜରକୁ ଆସିଥିଲା ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର