ଦିନକୁ ୧୨ ହଜାର ଘରଭଡା ଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର

The Sakala Picture
Published On

ବଲାଙ୍ଗୀର : ବଲାଙ୍ଗୀର ସହର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡାଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର। ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସରାକେଟ ଚାଲିଥିଲା  ଖବର ପାଇ ସେଠାରେ ଟାଉନ ଥାନା ପୁଲିସ ଆଜି ଚଢ଼ଉକରିଥିଲା। ଚଢ଼ଉ ପରେ ସେଠାରୁ  ସାତ ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଠାବ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରର ଏକ ତିନିମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ […]

ବଲାଙ୍ଗୀର : ବଲାଙ୍ଗୀର ସହର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡାଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର। ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସରାକେଟ ଚାଲିଥିଲା  ଖବର ପାଇ ସେଠାରେ ଟାଉନ ଥାନା ପୁଲିସ ଆଜି ଚଢ଼ଉକରିଥିଲା। ଚଢ଼ଉ ପରେ ସେଠାରୁ  ସାତ ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଠାବ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରର ଏକ ତିନିମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡା ଦେଇ ଏହି ବଡ଼ କୋଠାରେ ଦେହବେପାର କରାଯାଉଥିଲା। ଯାହା ସମ୍ପର୍କରେ ସୂଚନା ପାଇବା ପରେ ଟାଉନ ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି କୋଠାରୁ ପୁଲିସ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥି ସହିତ ଉକ୍ତ କୋଠାରୁ ପୁଲିସ ବହୁ ଆପତ୍ତିଜନକ ସମାଗ୍ରୀ ସହ ୩୦ ହଜାର ଟଙ୍କା ଜବତ କରିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

13 Oct 2022 By The Sakala

ଦିନକୁ ୧୨ ହଜାର ଘରଭଡା ଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର

ବଲାଙ୍ଗୀର : ବଲାଙ୍ଗୀର ସହର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡାଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର। ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସରାକେଟ ଚାଲିଥିଲା  ଖବର ପାଇ ସେଠାରେ ଟାଉନ ଥାନା ପୁଲିସ ଆଜି ଚଢ଼ଉକରିଥିଲା। ଚଢ଼ଉ ପରେ ସେଠାରୁ  ସାତ ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଠାବ କରିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରର ଏକ ତିନିମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡା ଦେଇ ଏହି ବଡ଼ କୋଠାରେ ଦେହବେପାର କରାଯାଉଥିଲା। ଯାହା ସମ୍ପର୍କରେ ସୂଚନା ପାଇବା ପରେ ଟାଉନ ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି କୋଠାରୁ ପୁଲିସ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥି ସହିତ ଉକ୍ତ କୋଠାରୁ ପୁଲିସ ବହୁ ଆପତ୍ତିଜନକ ସମାଗ୍ରୀ ସହ ୩୦ ହଜାର ଟଙ୍କା ଜବତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର