ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ୍ ସ୍କୁଲ୍ ପରିଦର୍ଶନ; ଅନୁପସ୍ଥିତ ଯୋଗୁଁ ପ୍ରଧାନ ଶକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

The Sakala Picture
Published On

ପୁରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ଆଜି ସକାଳୁ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ସ୍କୁଲରେ ପ୍ରଧାନ ଶକ୍ଷୟିତ୍ରୀଙ୍କୁ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ସ୍କୁଲରେ ଅନୁପସ୍ଥିତ ରହିଥିବାରୁ  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ […]

ପୁରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ଆଜି ସକାଳୁ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ସ୍କୁଲରେ ପ୍ରଧାନ ଶକ୍ଷୟିତ୍ରୀଙ୍କୁ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ସ୍କୁଲରେ ଅନୁପସ୍ଥିତ ରହିଥିବାରୁ  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି। ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

13 Mar 2021 By The Sakala

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ୍ ସ୍କୁଲ୍ ପରିଦର୍ଶନ; ଅନୁପସ୍ଥିତ ଯୋଗୁଁ ପ୍ରଧାନ ଶକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ଆଜି ସକାଳୁ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ସ୍କୁଲରେ ପ୍ରଧାନ ଶକ୍ଷୟିତ୍ରୀଙ୍କୁ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ସ୍କୁଲରେ ଅନୁପସ୍ଥିତ ରହିଥିବାରୁ  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି। ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର