ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମ୍ ଝଟକା: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମକୋର୍ଟର ଝଟକା । ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଟେକ୍ନୋଲୋଜିର ବ୍ୟବହାର ବଢିଛି । ଅନଲାଇନ୍ ଦୁନିଆରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଅବାସ୍ତବ ବୋଲି କୋର୍ଟ କହିଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ଅଲଗା ଅଞ୍ଚଳକୁ ସ୍ଥାନାନ୍ତର ଏକ ପିଲାଳିଆମି ଦାବି […]

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମକୋର୍ଟର ଝଟକା । ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଟେକ୍ନୋଲୋଜିର ବ୍ୟବହାର ବଢିଛି । ଅନଲାଇନ୍ ଦୁନିଆରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଅବାସ୍ତବ ବୋଲି କୋର୍ଟ କହିଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ଅଲଗା ଅଞ୍ଚଳକୁ ସ୍ଥାନାନ୍ତର ଏକ ପିଲାଳିଆମି ଦାବି । କୋର୍ଟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆନ୍ଦୋଳନ ନିସର୍ତ୍ତ ପ୍ରତ୍ୟାହାର କରି କୋର୍ଟଙ୍କୁ ଜଣାଇବାକୁ କହିଛନ୍ତି । କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ ଅନଲାଇନରେ କେସ୍ ଫାଇଲ୍ ହୋଇପାରିବ ଏବଂ ଭର୍ଚୁଆଲରେ ଶୁଣାଣି ହୋଇପାରିବ । ତେଣୁ କୌଣସି ସ୍ଥିତିରେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବନି । ଏନେଇ ସମସ୍ତ ସମ୍ଭାବନାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

14 Dec 2022 By The Sakala

ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମ୍ ଝଟକା: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମକୋର୍ଟର ଝଟକା । ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଟେକ୍ନୋଲୋଜିର ବ୍ୟବହାର ବଢିଛି । ଅନଲାଇନ୍ ଦୁନିଆରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଅବାସ୍ତବ ବୋଲି କୋର୍ଟ କହିଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ଅଲଗା ଅଞ୍ଚଳକୁ ସ୍ଥାନାନ୍ତର ଏକ ପିଲାଳିଆମି ଦାବି । କୋର୍ଟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆନ୍ଦୋଳନ ନିସର୍ତ୍ତ ପ୍ରତ୍ୟାହାର କରି କୋର୍ଟଙ୍କୁ ଜଣାଇବାକୁ କହିଛନ୍ତି । କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ ଅନଲାଇନରେ କେସ୍ ଫାଇଲ୍ ହୋଇପାରିବ ଏବଂ ଭର୍ଚୁଆଲରେ ଶୁଣାଣି ହୋଇପାରିବ । ତେଣୁ କୌଣସି ସ୍ଥିତିରେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବନି । ଏନେଇ ସମସ୍ତ ସମ୍ଭାବନାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

https://www.thesakala.in/latest-odisha-news/sambalpur/supreme-court-hits-out-at-west-odisha-lawyers-movement-no-need-to-set-up-high-court-bench/article-17357
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର