ଆମେରିକାରେ ରିଲିଜ ହେବ ସମ୍ବଲପୁରୀ କଳାକାରଙ୍କ ମ୍ଯୁଜିକ୍ ଭିଡିଓ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର କଳାକାର ଅନ୍ତର୍ଜାତୀୟ  ସ୍ତରରେ ଖ୍ୟାତିଲାଭ କରିସାରିଛନ୍ତି। ଏଠାକାର ଲୋକକଳା ଓ  ଲୋକସଙ୍ଗୀତ ବିଶ୍ଵ ଦରବାରରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। ରଙ୍ଗବତୀ ଓ ଡାଲଖାଇ ଭଳି ଗୀତ ସଫଳତାର ଶୀର୍ଷ ଛୁଇଁବା ପରେ ଏଠାକାର କଳାକାର ଏବେ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଇଂରାଜୀ ଭାଷାର ଏକ ମ୍ୟୁଜିକ୍ ଭିଡିଓ ଆମେରିକାରେ ରିଲିଜ୍  ହେବାକୁ ଯାଉଛି । ଆମେରିକାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମାର୍କ ଟିଆରା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ […]

ସମ୍ବଲପୁର: ସମ୍ବଲପୁର କଳାକାର ଅନ୍ତର୍ଜାତୀୟ  ସ୍ତରରେ ଖ୍ୟାତିଲାଭ କରିସାରିଛନ୍ତି। ଏଠାକାର ଲୋକକଳା ଓ  ଲୋକସଙ୍ଗୀତ ବିଶ୍ଵ ଦରବାରରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। ରଙ୍ଗବତୀ ଓ ଡାଲଖାଇ ଭଳି ଗୀତ ସଫଳତାର ଶୀର୍ଷ ଛୁଇଁବା ପରେ ଏଠାକାର କଳାକାର ଏବେ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଇଂରାଜୀ ଭାଷାର ଏକ ମ୍ୟୁଜିକ୍ ଭିଡିଓ ଆମେରିକାରେ ରିଲିଜ୍  ହେବାକୁ ଯାଉଛି । ଆମେରିକାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମାର୍କ ଟିଆରା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅବଶିଷ୍ଟ ଟିମ୍‌ରେ ପଶ୍ଚିମ ଓଡ଼ିଶାର ବଛା ବଛା କଳାକାର ରହିଛନ୍ତି। ଏହି ଟିମରେ ପଶ୍ଚିମାଞ୍ଚଳ ୟୁଟ୍ୟୁବ୍ ଚ୍ୟାନେଲ୍ ଟିମର କିଶନ ନାଏକ ନିର୍ଦ୍ଦେଶକ, ସୁଜିତ ସାହୁ ଓ ତ୍ରିଶା ହରିପାଲ ମୁଖ୍ୟ ଆକ୍ଟର ଓ ଭିଡିଓଗ୍ରାଫର ଭାବେ ପୋରମ ଏଥିରେ କାର୍ଯ୍ୟ କରୁଛନ୍ତି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ଭିଡିଓ ଆଲବମ୍ ଲୋକପ୍ରିୟତା ହାସଲ କରିବା ସହ ଯୁବବର୍ଗ ଏହାକୁ ବେଶ ପସନ୍ଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଲବମ୍‌ର ମୁଖ୍ୟ ଅଭିନେତ୍ରୀ ସୁଶ୍ରୀ ତ୍ରିଶା।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

20 Sep 2021 By The Sakala

ଆମେରିକାରେ ରିଲିଜ ହେବ ସମ୍ବଲପୁରୀ କଳାକାରଙ୍କ ମ୍ଯୁଜିକ୍ ଭିଡିଓ

ସମ୍ବଲପୁର: ସମ୍ବଲପୁର କଳାକାର ଅନ୍ତର୍ଜାତୀୟ  ସ୍ତରରେ ଖ୍ୟାତିଲାଭ କରିସାରିଛନ୍ତି। ଏଠାକାର ଲୋକକଳା ଓ  ଲୋକସଙ୍ଗୀତ ବିଶ୍ଵ ଦରବାରରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। ରଙ୍ଗବତୀ ଓ ଡାଲଖାଇ ଭଳି ଗୀତ ସଫଳତାର ଶୀର୍ଷ ଛୁଇଁବା ପରେ ଏଠାକାର କଳାକାର ଏବେ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଇଂରାଜୀ ଭାଷାର ଏକ ମ୍ୟୁଜିକ୍ ଭିଡିଓ ଆମେରିକାରେ ରିଲିଜ୍  ହେବାକୁ ଯାଉଛି । ଆମେରିକାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମାର୍କ ଟିଆରା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅବଶିଷ୍ଟ ଟିମ୍‌ରେ ପଶ୍ଚିମ ଓଡ଼ିଶାର ବଛା ବଛା କଳାକାର ରହିଛନ୍ତି। ଏହି ଟିମରେ ପଶ୍ଚିମାଞ୍ଚଳ ୟୁଟ୍ୟୁବ୍ ଚ୍ୟାନେଲ୍ ଟିମର କିଶନ ନାଏକ ନିର୍ଦ୍ଦେଶକ, ସୁଜିତ ସାହୁ ଓ ତ୍ରିଶା ହରିପାଲ ମୁଖ୍ୟ ଆକ୍ଟର ଓ ଭିଡିଓଗ୍ରାଫର ଭାବେ ପୋରମ ଏଥିରେ କାର୍ଯ୍ୟ କରୁଛନ୍ତି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ଭିଡିଓ ଆଲବମ୍ ଲୋକପ୍ରିୟତା ହାସଲ କରିବା ସହ ଯୁବବର୍ଗ ଏହାକୁ ବେଶ ପସନ୍ଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଲବମ୍‌ର ମୁଖ୍ୟ ଅଭିନେତ୍ରୀ ସୁଶ୍ରୀ ତ୍ରିଶା।

https://www.thesakala.in/latest-odisha-news/sambalpur/a-music-video-of-sambalpuri-artists-will-be-released-in-the-usa/article-5515
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର