ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ, ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ

The Sakala Picture
Published On

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ […]

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ ନେଇ ବୁର୍ଲା ଥାନାରେ ରାଗିଂର ଶିକାର ହୋଇଥିବା ଛାତ୍ର ଲିଖିତ ଅଭିଯୋଗ କରିବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଭିସୁଟରେ କୁଳପତି ପ୍ରଫେସର ବଂଶିଧର ମାଝୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରିବା ସହ ଏକ ବୈଠକ କରାଯାଉଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

24 Nov 2022 By The Sakala

ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ, ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ ନେଇ ବୁର୍ଲା ଥାନାରେ ରାଗିଂର ଶିକାର ହୋଇଥିବା ଛାତ୍ର ଲିଖିତ ଅଭିଯୋଗ କରିବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଭିସୁଟରେ କୁଳପତି ପ୍ରଫେସର ବଂଶିଧର ମାଝୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରିବା ସହ ଏକ ବୈଠକ କରାଯାଉଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।

https://www.thesakala.in/latest-odisha-news/sambalpur/allegations-of-raggin-raging-and-beating-again-in-sambalpur-burla-vishut/article-16811
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର