୧୦ ଗେଟ୍ ଦେଇ ହୀରାକୁଦ ଡ୍ୟାମ୍‍ରୁ ଜଳ ନିଷ୍କାସନ

The Sakala Picture
Published On

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୬ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ୧୦ଟି ସ୍ଲୁଇସ ଗେଟ ଖୋଲାଯାଇଛି । ବାମପଟୁ ୬ ଓ ଡାହଣ ପଟୁ ୪ ଟି ଗେଟ ଦେଇ ଜଳ […]

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୬ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ୧୦ଟି ସ୍ଲୁଇସ ଗେଟ ଖୋଲାଯାଇଛି । ବାମପଟୁ ୬ ଓ ଡାହଣ ପଟୁ ୪ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ୬୧୨ ଫୁଟରେ ଜଳସ୍ତର ଥିବା ବେଳେ, ୬୩୦ ଫୁଟ ରହିଛି ସର୍ବାଧିକ ଜଳଧାରଣ କ୍ଷମତା ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

11 Aug 2022 By The Sakala

୧୦ ଗେଟ୍ ଦେଇ ହୀରାକୁଦ ଡ୍ୟାମ୍‍ରୁ ଜଳ ନିଷ୍କାସନ

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୬ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ୧୦ଟି ସ୍ଲୁଇସ ଗେଟ ଖୋଲାଯାଇଛି । ବାମପଟୁ ୬ ଓ ଡାହଣ ପଟୁ ୪ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ୬୧୨ ଫୁଟରେ ଜଳସ୍ତର ଥିବା ବେଳେ, ୬୩୦ ଫୁଟ ରହିଛି ସର୍ବାଧିକ ଜଳଧାରଣ କ୍ଷମତା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର