ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଏହି ୪ ଦିନ ମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

The Sakala Picture
Published On

ସମ୍ବଲପୁର : ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୪ ଦିନ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର। ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ୩୦ ରୁ ୨୦୨୨ ଜାନୁଆରୀ ୨ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କର ରୀତିନୀତି ଓ ପୂଜାର୍ଚନା ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ। ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି […]

ସମ୍ବଲପୁର : ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୪ ଦିନ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର। ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ୩୦ ରୁ ୨୦୨୨ ଜାନୁଆରୀ ୨ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କର ରୀତିନୀତି ଓ ପୂଜାର୍ଚନା ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ। ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସୂଚନାଯୋଗ୍ୟ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ସାରା ଭାରତରେ ମାଡି ଚାଲିଛି। ଦେଶର ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଆମ ରାଜ୍ୟରୁ ମଧ୍ୟ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ସହ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବର୍ଷ ପାଇଁ କଟକଣା ଜାରି କରିଥିଲେ। ନୂଆ ବର୍ଷ ପାଇଁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ ଧର୍ମାନୁଷ୍ଠାନ ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ପର୍ଯ୍ୟଟକ ସ୍ଥଳୀ ଏବଂ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ସ୍ଥାନୀୟ ପ୍ରଶାସନ ମାନଙ୍କୁ ମଧ୍ୟ ଭିଡ ଦେଖି ନିଜ ଅଞ୍ଚଳ ପାଇଁ ନିଷ୍ପତ୍ତି ନେବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

28 Dec 2021 By The Sakala

ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଏହି ୪ ଦିନ ମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ସମ୍ବଲପୁର : ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୪ ଦିନ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର। ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ୩୦ ରୁ ୨୦୨୨ ଜାନୁଆରୀ ୨ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କର ରୀତିନୀତି ଓ ପୂଜାର୍ଚନା ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ। ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।

ସୂଚନାଯୋଗ୍ୟ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ସାରା ଭାରତରେ ମାଡି ଚାଲିଛି। ଦେଶର ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଆମ ରାଜ୍ୟରୁ ମଧ୍ୟ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ସହ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବର୍ଷ ପାଇଁ କଟକଣା ଜାରି କରିଥିଲେ। ନୂଆ ବର୍ଷ ପାଇଁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ ଧର୍ମାନୁଷ୍ଠାନ ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ପର୍ଯ୍ୟଟକ ସ୍ଥଳୀ ଏବଂ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ସ୍ଥାନୀୟ ପ୍ରଶାସନ ମାନଙ୍କୁ ମଧ୍ୟ ଭିଡ ଦେଖି ନିଜ ଅଞ୍ଚଳ ପାଇଁ ନିଷ୍ପତ୍ତି ନେବାକୁ କୁହାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର