ପବିତ୍ର ବାହୁଡ଼ା ଯାତ୍ରାରେ ଉଦଘାଟିତ ହେଲା ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍

The Sakala Picture
Published On

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍ ଉଦଘାଟିତ ହୋଇଛି।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପ୍ରେସ୍‌କୁ ଉଦଘାଟନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ନିଜସ୍ୱ ପ୍ରେସରୁ ଆରମ୍ଭ ହୋଇଛି ମୁଦ୍ରଣ। ଉଦଘାଟନୀ କାର୍ଯ୍ଯକ୍ରମରେ ଦୈନିକ ‘ସକାଳ’ର ସିଇଓ ସୁବ୍ରତ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ଯନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଓ କୋରାପୁଟ ସଂସ୍କରଣ ମୁଖ୍ୟ ରାକେଶ […]

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍ ଉଦଘାଟିତ ହୋଇଛି।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପ୍ରେସ୍‌କୁ ଉଦଘାଟନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ନିଜସ୍ୱ ପ୍ରେସରୁ ଆରମ୍ଭ ହୋଇଛି ମୁଦ୍ରଣ। ଉଦଘାଟନୀ କାର୍ଯ୍ଯକ୍ରମରେ ଦୈନିକ ‘ସକାଳ’ର ସିଇଓ ସୁବ୍ରତ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ଯନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଓ କୋରାପୁଟ ସଂସ୍କରଣ ମୁଖ୍ୟ ରାକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଏଜେଣ୍ଟ, ରିପୋର୍ଟର ଉପସ୍ଥିତ ରହିଛନ୍ତି। ସେହିପରି କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଉଦଘାଟନ ସମୟରେ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

20 Jul 2021 By The Sakala

ପବିତ୍ର ବାହୁଡ଼ା ଯାତ୍ରାରେ ଉଦଘାଟିତ ହେଲା ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍ ଉଦଘାଟିତ ହୋଇଛି।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପ୍ରେସ୍‌କୁ ଉଦଘାଟନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ନିଜସ୍ୱ ପ୍ରେସରୁ ଆରମ୍ଭ ହୋଇଛି ମୁଦ୍ରଣ। ଉଦଘାଟନୀ କାର୍ଯ୍ଯକ୍ରମରେ ଦୈନିକ ‘ସକାଳ’ର ସିଇଓ ସୁବ୍ରତ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ଯନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଓ କୋରାପୁଟ ସଂସ୍କରଣ ମୁଖ୍ୟ ରାକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଏଜେଣ୍ଟ, ରିପୋର୍ଟର ଉପସ୍ଥିତ ରହିଛନ୍ତି। ସେହିପରି କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଉଦଘାଟନ ସମୟରେ ଉପସ୍ଥିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର