ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ପୋଖରୀ ହୁଡ଼ାରେ ଶୁଆଇ ଦେଇ ଚାଲିଗଲା ମାଆ..

The Sakala Picture
Published On

କରଞ୍ଜିଆ: ପୁଣି ଅଲୋଡ଼ା ଶିଶୁକନ୍ୟା । ପୋଖରୀ ହୁଡ଼ାରେ ଶୁଆଇ ଦେଇ ଚାଲିଗଲା ମାଆ । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ବଡପାଣି ଗ୍ରାମରେ। ସ୍ଥାନୀୟଲୋକେ ପ୍ରଥମେ ପୋଖରୀ ହୁଡ଼ାରେ ଶିଶୁକନ୍ୟା ଦେଖି ସରପଞ୍ଚକୁ ଖବର ଦେଇଥିଲେ। ଖବର ପାଇ  ଘଟଣାସ୍ଥଳରେ ଚତୁରାଞ୍ଜଳି ସରପଞ୍ଚ ପହଞ୍ଚି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର