ବୈତରିଣୀ ନଦୀ ପଠାରୁ ବିରଳ ହଳଦିଆ କଇଁଛ ଉଦ୍ଧାର

The Sakala Picture
Published On

ଭଦ୍ରକ: ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରିକନା ଗାଁ ଦେଇ ପ୍ରବାହିତ ବୈତରଣୀ ନଦୀ ପାଖ ରାସ୍ତାରେ ଏହି ହଳଦିଆ ରଙ୍ଗର କଇଁଚ ଚାଲୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହି କଇଁଛକୁ ଧରିଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ କଇଁଛକୁ ଧରିଥିଲେ। କଇଁଛର ଓଜନ ପାଖାପାଖି ୨ କିଲୋରୁ ଅଧିକ ହେବ । ତେବେ ସ୍ଥାନାୟ ଅଞ୍ଚଳର ହଳଦିଆ […]

ଭଦ୍ରକ: ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରିକନା ଗାଁ ଦେଇ ପ୍ରବାହିତ ବୈତରଣୀ ନଦୀ ପାଖ ରାସ୍ତାରେ ଏହି ହଳଦିଆ ରଙ୍ଗର କଇଁଚ ଚାଲୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହି କଇଁଛକୁ ଧରିଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ କଇଁଛକୁ ଧରିଥିଲେ। କଇଁଛର ଓଜନ ପାଖାପାଖି ୨ କିଲୋରୁ ଅଧିକ ହେବ । ତେବେ ସ୍ଥାନାୟ ଅଞ୍ଚଳର ହଳଦିଆ କଇଁଛ ଦେଖିବା ବିରଳ। ବାତ୍ୟା ୟଶ ସମୟରେ ସମୁଦ୍ରରୁ ବିଭିନ୍ନ ନଦୀକୁ ପାଣି ପ୍ରବେଶ କରିଥିଲା । ତେଣୁ ସେହି ସମୟରେ ଏହି ହଳଦିଆ ରଙ୍ଗର କଇଁଛ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର