ନୟାଗଡ଼ର ୪ଜେଲରେ ବଡ଼ ଧରଣର ଚଢ଼ଉ, ଟଙ୍କା ସହ ପୁଳା ପୁଳା ଗୁଟଖା ଜବତ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଥିବା ଜେଲରେ ଚଢ଼ାଉ । ଜ଼ିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ର ୪ଟି ଜେଲ ଉପରେ ଚଢ଼ାଉ। ନୟାଗଡ ଉପ କାରାଗାର, ଖଣ୍ଡପଡା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାର ରହିଛି। ଜେଲ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ହେଉଥିଲା। ଆଜି ଭୋର ୪ଟାରେ ନୟାଗଡ ଏସପିଙ୍କ ତତ୍ଵାବଧାନରେ ୪ଟି ଜେଲରେ ଚଢ଼ାଉ ହୋଇଥିଲା। ନୟାଗଡ ଉପକାରାଗାରରେ ନୟାଗଡ ଏସପି, ଅତିରିକ୍ତ ଏସପି, ୨ଜଣ SDPO, ୨ଜଣ IIC ଓ ୨ପ୍ଲାଟୁନ […]
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଥିବା ଜେଲରେ ଚଢ଼ାଉ । ଜ଼ିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ର ୪ଟି ଜେଲ ଉପରେ ଚଢ଼ାଉ। ନୟାଗଡ ଉପ କାରାଗାର, ଖଣ୍ଡପଡା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାର ରହିଛି। ଜେଲ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ହେଉଥିଲା। ଆଜି ଭୋର ୪ଟାରେ ନୟାଗଡ ଏସପିଙ୍କ ତତ୍ଵାବଧାନରେ ୪ଟି ଜେଲରେ ଚଢ଼ାଉ ହୋଇଥିଲା। ନୟାଗଡ ଉପକାରାଗାରରେ ନୟାଗଡ ଏସପି, ଅତିରିକ୍ତ ଏସପି, ୨ଜଣ SDPO, ୨ଜଣ IIC ଓ ୨ପ୍ଲାଟୁନ ପୋଲିସ ଫୋର୍ସ ଚଢ଼ାଉ କରିଥିଲେ। ନୟାଗଡ ତହସିଲଦାର ଚଢ଼ାଉରେ ସାମିଲ ଥିଲେ। ଜେଲରୁ ଖଇନି, ବିଡି, ଲାଇଟର ଓ ବିଭିନ୍ନ ନିଶା ସାମଗ୍ରୀ ବାହାରିବା ସହିତ ୧୪ ହଜାର ଟଙ୍କା ଜବତ ହୋଇଛି।