ଅନିୟମିତ ବୃଷ୍ଟିପାତ ଯୋଗୁଁ ମଠେଇଛି ଚାଷ କାର୍ଯ୍ୟ

The Sakala Picture
Published On

କୃଷ୍ଣପ୍ରସାଦ: ସ୍ୱାଭିବକ ଠାରୁ କମ ବୃଷ୍ଟିପାତ କାରଣରୁ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ତିଛିଣି, ଅଲଣ୍ଡା, ବଡ଼ଅଁଳ,ତିତିପ, ଗୋମୁଣ୍ଡିଆ, ବଡଝାଡ଼, ସିଆଳ, ସିଆଣ୍ଡି, ମାଲୁଦ, ବଜ୍ରକୋଟ, ରାମଲେଙ୍କା, ଆଦି ଅଞ୍ଚଳରେ ଧାନ ଚାଷ କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି । ଜଳସେଚନ ସୁବିଧା ନଥିବା ଅଞ୍ଚଳର ଚାଷୀ ମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଶ୍ରାବଣରେ ଅନିୟମିତ ବୃଷ୍ଟିପାତ ଯୋଗୁଁ ଏବେ ଧାନ ଚାଷୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଧାନ ଜମିରେ ପାଣି ନଥିବାରୁ […]

କୃଷ୍ଣପ୍ରସାଦ: ସ୍ୱାଭିବକ ଠାରୁ କମ ବୃଷ୍ଟିପାତ କାରଣରୁ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ତିଛିଣି, ଅଲଣ୍ଡା, ବଡ଼ଅଁଳ,ତିତିପ, ଗୋମୁଣ୍ଡିଆ, ବଡଝାଡ଼, ସିଆଳ, ସିଆଣ୍ଡି, ମାଲୁଦ, ବଜ୍ରକୋଟ, ରାମଲେଙ୍କା, ଆଦି ଅଞ୍ଚଳରେ ଧାନ ଚାଷ କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି । ଜଳସେଚନ ସୁବିଧା ନଥିବା ଅଞ୍ଚଳର ଚାଷୀ ମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଶ୍ରାବଣରେ ଅନିୟମିତ ବୃଷ୍ଟିପାତ ଯୋଗୁଁ ଏବେ ଧାନ ଚାଷୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଧାନ ଜମିରେ ପାଣି ନଥିବାରୁ ଏ ପର୍ଯ୍ୟନ୍ତ ବେଉସଣ କାର୍ଯ୍ୟ ହୋଇପାରିନାହିଁ । କିଛି ଜାଗାରେ ଧାନ ରୁଆ ମଧ୍ୟ ହୋଇନାହିଁ । ଆଉ କିଛି ଦିନ ବର୍ଷା ନହେଲେ ଧାନ ଫସଲ ମରୁଡ଼ି ହେବା ନିଶ୍ଚିତ ବୋଲି ଚାଷୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଦୀପାଞ୍ଚଳ କୃଷ୍ଣପ୍ରସାଦ ଅଞ୍ଚଳରେ ଚାଷୀଙ୍କ ଅର୍ଥନୈତିକ ବିକାଶ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଚିଲିକା କୂଳିଆ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନଥିବାରୁ କୃଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଉ କିଛି ଦିନ ବର୍ଷା ନହେଲେ ମରୁଡ଼ି ପରିସ୍ଥିତି ହେବ ବୋଲି ଚାଷୀ ମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

05 Aug 2025 By The Sakala

ଅନିୟମିତ ବୃଷ୍ଟିପାତ ଯୋଗୁଁ ମଠେଇଛି ଚାଷ କାର୍ଯ୍ୟ

କୃଷ୍ଣପ୍ରସାଦ: ସ୍ୱାଭିବକ ଠାରୁ କମ ବୃଷ୍ଟିପାତ କାରଣରୁ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ତିଛିଣି, ଅଲଣ୍ଡା, ବଡ଼ଅଁଳ,ତିତିପ, ଗୋମୁଣ୍ଡିଆ, ବଡଝାଡ଼, ସିଆଳ, ସିଆଣ୍ଡି, ମାଲୁଦ, ବଜ୍ରକୋଟ, ରାମଲେଙ୍କା, ଆଦି ଅଞ୍ଚଳରେ ଧାନ ଚାଷ କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି । ଜଳସେଚନ ସୁବିଧା ନଥିବା ଅଞ୍ଚଳର ଚାଷୀ ମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଶ୍ରାବଣରେ ଅନିୟମିତ ବୃଷ୍ଟିପାତ ଯୋଗୁଁ ଏବେ ଧାନ ଚାଷୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଧାନ ଜମିରେ ପାଣି ନଥିବାରୁ ଏ ପର୍ଯ୍ୟନ୍ତ ବେଉସଣ କାର୍ଯ୍ୟ ହୋଇପାରିନାହିଁ । କିଛି ଜାଗାରେ ଧାନ ରୁଆ ମଧ୍ୟ ହୋଇନାହିଁ । ଆଉ କିଛି ଦିନ ବର୍ଷା ନହେଲେ ଧାନ ଫସଲ ମରୁଡ଼ି ହେବା ନିଶ୍ଚିତ ବୋଲି ଚାଷୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଦୀପାଞ୍ଚଳ କୃଷ୍ଣପ୍ରସାଦ ଅଞ୍ଚଳରେ ଚାଷୀଙ୍କ ଅର୍ଥନୈତିକ ବିକାଶ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଚିଲିକା କୂଳିଆ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନଥିବାରୁ କୃଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଉ କିଛି ଦିନ ବର୍ଷା ନହେଲେ ମରୁଡ଼ି ପରିସ୍ଥିତି ହେବ ବୋଲି ଚାଷୀ ମାନେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର