ପାନ ଦୋକାନରୁ ମିଳିଲା କରୋନା ଟିକା

The Sakala Picture
Published On

ପୁରୀ: ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାନ ଦୋକାନରେ ମିଳିଛି କରୋନା ଟିକା । ଫ୍ରିଜରେ ରଖାଯାଇ ଲୁଚାଛପାରେ ବିକ୍ରି କରାଯାଉଛି । ପୁରୀରେ କରୋନା ଟିକାର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ ଦେଇଛନ୍ତି ଦୋକାନୀ । ସାଧାରଣଜନତା ଟିକା ନେବାରୁ ବଞ୍ଚିତ ହେଉଥିବାବେଳେ ଏକ ପାନ ଦୋକାନରୁ ଟିକା ମିଳିବା ଘଟଣାକୁ ନେଇ ସାଧାରଣରେ […]

ପୁରୀ: ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାନ ଦୋକାନରେ ମିଳିଛି କରୋନା ଟିକା । ଫ୍ରିଜରେ ରଖାଯାଇ ଲୁଚାଛପାରେ ବିକ୍ରି କରାଯାଉଛି । ପୁରୀରେ କରୋନା ଟିକାର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ ଦେଇଛନ୍ତି ଦୋକାନୀ । ସାଧାରଣଜନତା ଟିକା ନେବାରୁ ବଞ୍ଚିତ ହେଉଥିବାବେଳେ ଏକ ପାନ ଦୋକାନରୁ ଟିକା ମିଳିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ଟିକା ଦେଉଛନ୍ତି । ହେଲେ ଖୋଲା ବଜାରକୁ ଟିକା କିଭଳି ଆସିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର