ଆଜି ମହାପ୍ରଭୁଙ୍କ ସୁନାବେଶ, ଶ୍ରଦ୍ଧାଳୁଙ୍କୁ ମିଳିବନି ଦର୍ଶନ

The Sakala Picture
Published On

ପୁରୀ: ସରିଲା କାର୍ତ୍ତିକମାସ । ଶୁକ୍ରବାର ପବିତ୍ର କାର୍ତ୍ତିକ ପୁର୍ଣିମା । ଶ୍ରୀମନ୍ଦିର ରତ୍ନସିଂହାସନରେ ଝଲସୁଛନ୍ତି କାଳିଆ ଠାକୁର। ରାଜରାଜେଶ୍ୱର ବା ସୁନାବେଶରେ ସଜିତ ହୋଇଛନ୍ତି ଦାରୁବ୍ରହ୍ମ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଛାଦିତ ହୋଇଛନ୍ତି ମହାପ୍ରଭୁ।ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢିବା ପରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରିଥିଲେ। ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାରଗୁଡିକ ବାହାର କରିବା ପରେ ସିଂହାରୀ […]

ପୁରୀ: ସରିଲା କାର୍ତ୍ତିକମାସ । ଶୁକ୍ରବାର ପବିତ୍ର କାର୍ତ୍ତିକ ପୁର୍ଣିମା । ଶ୍ରୀମନ୍ଦିର ରତ୍ନସିଂହାସନରେ ଝଲସୁଛନ୍ତି କାଳିଆ ଠାକୁର। ରାଜରାଜେଶ୍ୱର ବା ସୁନାବେଶରେ ସଜିତ ହୋଇଛନ୍ତି ଦାରୁବ୍ରହ୍ମ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଛାଦିତ ହୋଇଛନ୍ତି ମହାପ୍ରଭୁ।ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢିବା ପରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରିଥିଲେ। ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାରଗୁଡିକ ବାହାର କରିବା ପରେ ସିଂହାରୀ ସେବାୟତ ସେଗୁଡିକୁ ମହାପ୍ରଭୁଙ୍କୁ ଲାଗି କରିଥିଲେ। ପ୍ରଥମ ଭୋଗମଣ୍ଡପ ପରେ ବେଶ ଓଲାଗି ହେବ। କରୋନା କଟକଣା ପାଇଁ ଚଳିତବର୍ଷ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧି ଏବଂ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇଛନ୍ତି। ବାହାରୁ କେବଳ ପତିତପାବନଙ୍କୁ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟି ହେବାକୁ ପଡୁଛି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

19 Nov 2021 By The Sakala

ଆଜି ମହାପ୍ରଭୁଙ୍କ ସୁନାବେଶ, ଶ୍ରଦ୍ଧାଳୁଙ୍କୁ ମିଳିବନି ଦର୍ଶନ

ପୁରୀ: ସରିଲା କାର୍ତ୍ତିକମାସ । ଶୁକ୍ରବାର ପବିତ୍ର କାର୍ତ୍ତିକ ପୁର୍ଣିମା । ଶ୍ରୀମନ୍ଦିର ରତ୍ନସିଂହାସନରେ ଝଲସୁଛନ୍ତି କାଳିଆ ଠାକୁର। ରାଜରାଜେଶ୍ୱର ବା ସୁନାବେଶରେ ସଜିତ ହୋଇଛନ୍ତି ଦାରୁବ୍ରହ୍ମ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଛାଦିତ ହୋଇଛନ୍ତି ମହାପ୍ରଭୁ।ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢିବା ପରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରିଥିଲେ। ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାରଗୁଡିକ ବାହାର କରିବା ପରେ ସିଂହାରୀ ସେବାୟତ ସେଗୁଡିକୁ ମହାପ୍ରଭୁଙ୍କୁ ଲାଗି କରିଥିଲେ। ପ୍ରଥମ ଭୋଗମଣ୍ଡପ ପରେ ବେଶ ଓଲାଗି ହେବ। କରୋନା କଟକଣା ପାଇଁ ଚଳିତବର୍ଷ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧି ଏବଂ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇଛନ୍ତି। ବାହାରୁ କେବଳ ପତିତପାବନଙ୍କୁ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟି ହେବାକୁ ପଡୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର