ଶ୍ରୀମନ୍ଦିର ଭିତରେ ପୁଣି ରକ୍ତଛିଟା: ମହାପ୍ରଭୁଙ୍କ ବଡ଼ ମହାସ୍ନାନ ପରେ ଆରମ୍ଭହେଲା ଭକ୍ତଙ୍କ ଦର୍ଶନ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ଭିତରେ ପୁଣି ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି। ମହାସ୍ନାନ ନୀତି ସରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ମହାପ୍ରଭୁଙ୍କ ଭିତରକାଠରେ ଦର୍ଶନ ବେଳେ ରକ୍ତଛିଟା ସେବାୟତଙ୍କ ନଜରକୁ ଆସିଥିଲା। ମାରା ହେବାରୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ କରି ରତ୍ନ ସିଂହାସନ […]

ପୁରୀ: ଶ୍ରୀମନ୍ଦିର ଭିତରେ ପୁଣି ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି। ମହାସ୍ନାନ ନୀତି ସରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ମହାପ୍ରଭୁଙ୍କ ଭିତରକାଠରେ ଦର୍ଶନ ବେଳେ ରକ୍ତଛିଟା ସେବାୟତଙ୍କ ନଜରକୁ ଆସିଥିଲା। ମାରା ହେବାରୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ କରି ରତ୍ନ ସିଂହାସନ ସହ ଭିତର କାଠ ସମ୍ପୂର୍ଣ୍ଣ ଧୂଆ ଯିବାପରେ ଦର୍ଶନ ଆରମ୍ଭ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର