ଖୋଲା ବଜାରରେ ମିଳିବ ଟିକା: ସରକାରୀ ହସ୍ପିଟାଲ ପାଇଁ ୪୦୦, ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ । ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ […]

ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ ହେଉ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଟିକା ମିଳିବା ନେଇ ଅନୁମତି ଦେଇଥିଲେ। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅବସରରେ ଏହି କଥା ଉଲ୍ଲେଖ କରିଥିଲେ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ସୂଚନା ଅନୁଯାୟୀ,  ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇପାରିବେ।

21 Apr 2021 By The Sakala

ଖୋଲା ବଜାରରେ ମିଳିବ ଟିକା: ସରକାରୀ ହସ୍ପିଟାଲ ପାଇଁ ୪୦୦, ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା

ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ ।

ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ ହେଉ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଟିକା ମିଳିବା ନେଇ ଅନୁମତି ଦେଇଥିଲେ। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅବସରରେ ଏହି କଥା ଉଲ୍ଲେଖ କରିଥିଲେ ।

ସୂଚନା ଅନୁଯାୟୀ,  ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର