ବିଜୁଳି ସଞ୍ଚୟ ପାଇଁ ଶକ୍ତି ବିଭାଗର ନୂଆ ଯୋଜନା, ଜାଣନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ ପ୍ରତାପ ଦେବ…

The Sakala Picture
Published On

ଭୁବନେଶ୍ବର : ବିଜୁଳି ସଞ୍ଚୟ ପାଇଁ ଶକ୍ତି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରୁଫ୍‌ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର ପାଇଁ ଅପିଲ କରାଯାଇଛି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ରୁଫ୍‌ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର କରିବା ଦ୍ବାରା ଆମର ବିଜୁଳି ସଞ୍ଚୟ ହେବ । ଅଧିକ ବିଲ ଆସୁଥିବାରୁ କିଛି ଲୋକଙ୍କ ମନରେ ଆକ୍ରୋଶ ଯେଉଁ ରହୁଛି ତାହା ଆଉ […]

ଭୁବନେଶ୍ବର : ବିଜୁଳି ସଞ୍ଚୟ ପାଇଁ ଶକ୍ତି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରୁଫ୍‌ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର ପାଇଁ ଅପିଲ କରାଯାଇଛି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ରୁଫ୍‌ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର କରିବା ଦ୍ବାରା ଆମର ବିଜୁଳି ସଞ୍ଚୟ ହେବ । ଅଧିକ ବିଲ ଆସୁଥିବାରୁ କିଛି ଲୋକଙ୍କ ମନରେ ଆକ୍ରୋଶ ଯେଉଁ ରହୁଛି ତାହା ଆଉ ରହିବନି । ସେ ସବୁକୁ ସେ ତ୍ୱରାନ୍ୱିତ କରି ପାରିବେ ତାହା ବି ସୁଲଭ ମୂଲ୍ୟରେ । ଏଇଭଳି ଲୋକମାନେ ବିଦ୍ୟୁତ ବିଲ କମ୍‌ କରିପାରିବେ, ଆଉ ବିଜୁଳି ବି ସଞ୍ଚୟ ହୋଇ ପାରିବ । ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ପଲିସି ହୋଇଛି। ଏଥି ସହିତ ବିଦ୍ୟୁତ ବିତରଣ କାରୀ ସଂସ୍ଥା ସହ ବି ଆଲୋଚନା ହୋଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp