ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଛନ୍ତି ଖୋଦ ପୋଲିସ ବାବୁ, ବିନା ହେଲମେଟ୍ ରେ ଯାଉଛନ୍ତି ୩ କର୍ମଚାରୀ

The Sakala Picture
Published On

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ସଧାରଣ ଜନତାଙ୍କ ଠାରୁ ହେଲମେଟ୍ , ମାସ୍କ ଏବଂ ମଟରସାଇକେଲରେ ତିନି ଜଣିଆ ଯାତାୟତ ପାଇଁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଖୋଦ ପୋଲିସ କର୍ମଚାରୀ ବିନା ହେଲମେଟ୍ ରେ ତିନି ଜଣିଆ ଭାବେ ମଟର ସାଇକେଲ ନମ୍ବର ଓଆର ୧୯ ଏନ ୮୮୮୩ ରେ ତାଳଚେର ହାଟତୋଟା ଆଡୁ ତାଳବେଡା ସ୍ଥିତ […]

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ସଧାରଣ ଜନତାଙ୍କ ଠାରୁ ହେଲମେଟ୍ , ମାସ୍କ ଏବଂ ମଟରସାଇକେଲରେ ତିନି ଜଣିଆ ଯାତାୟତ ପାଇଁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଖୋଦ ପୋଲିସ କର୍ମଚାରୀ ବିନା ହେଲମେଟ୍ ରେ ତିନି ଜଣିଆ ଭାବେ ମଟର ସାଇକେଲ ନମ୍ବର ଓଆର ୧୯ ଏନ ୮୮୮୩ ରେ ତାଳଚେର ହାଟତୋଟା ଆଡୁ ତାଳବେଡା ସ୍ଥିତ ବାରେକ୍ ଆଡକୁ ଗତି କରୁଥିଲେ । ଯେଉଁଠି ହେଲମେଟ୍ ପରିଧାନ , ମାସ୍କ ପରିଧାନ ଏବଂ ତିନି ଜଣିଆ ମଟର ସାଇକେଲ ଚାଳନା ନକରିବା ପାଇଁ ସରକାର ନିୟମ ପ୍ରଣୟନ କରିବା ସହ ଉଲଙ୍ଘନ କାରୀଙ୍କ ପାଇଁ ଜୋରିମାନାର ବ୍ୟବସ୍ଥା କରାଯାଇଛି ସେଠାରେ ସଧାରଣ ଲୋକଙ୍କୁ ଜଗୁଥିବା ପୋଲିସ କର୍ମଚାରୀ ଖୋଦ ନିୟମର ଉଲଙ୍ଘନ କରିବା ଘଟଣା ସାଧାରଣରେ ନିନ୍ଦାର ବିଷୟ ପାଲଟିଛି । ତେଣୁ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ଜୋର ଧରୁଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

03 Jul 2021 By The Sakala

ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଛନ୍ତି ଖୋଦ ପୋଲିସ ବାବୁ, ବିନା ହେଲମେଟ୍ ରେ ଯାଉଛନ୍ତି ୩ କର୍ମଚାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ସଧାରଣ ଜନତାଙ୍କ ଠାରୁ ହେଲମେଟ୍ , ମାସ୍କ ଏବଂ ମଟରସାଇକେଲରେ ତିନି ଜଣିଆ ଯାତାୟତ ପାଇଁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଖୋଦ ପୋଲିସ କର୍ମଚାରୀ ବିନା ହେଲମେଟ୍ ରେ ତିନି ଜଣିଆ ଭାବେ ମଟର ସାଇକେଲ ନମ୍ବର ଓଆର ୧୯ ଏନ ୮୮୮୩ ରେ ତାଳଚେର ହାଟତୋଟା ଆଡୁ ତାଳବେଡା ସ୍ଥିତ ବାରେକ୍ ଆଡକୁ ଗତି କରୁଥିଲେ । ଯେଉଁଠି ହେଲମେଟ୍ ପରିଧାନ , ମାସ୍କ ପରିଧାନ ଏବଂ ତିନି ଜଣିଆ ମଟର ସାଇକେଲ ଚାଳନା ନକରିବା ପାଇଁ ସରକାର ନିୟମ ପ୍ରଣୟନ କରିବା ସହ ଉଲଙ୍ଘନ କାରୀଙ୍କ ପାଇଁ ଜୋରିମାନାର ବ୍ୟବସ୍ଥା କରାଯାଇଛି ସେଠାରେ ସଧାରଣ ଲୋକଙ୍କୁ ଜଗୁଥିବା ପୋଲିସ କର୍ମଚାରୀ ଖୋଦ ନିୟମର ଉଲଙ୍ଘନ କରିବା ଘଟଣା ସାଧାରଣରେ ନିନ୍ଦାର ବିଷୟ ପାଲଟିଛି । ତେଣୁ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ଜୋର ଧରୁଛି ।

https://www.thesakala.in/latest-odisha-news/police-violating-the-traffic-rules/article-3450
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର