ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ହ୍ବାଟ୍ସଆପ୍‌ରେ ମିଳିବ ଅନୁମତି

The Sakala Picture
Published On

ଭୁବନେଶ୍ବର, କରୋନାର ହିତୀୟ ଲହର ଚାରିଆଡେ ବ୍ୟାପିବାରେ ଲାଗିଛି। ତେଣୁ କିଭଳି ଲୋକେ ଘରୁ ନ ବାହାରି ସହଜରେ ଜରୁରୀ ସେବା ପାଇପାରିବେ ସେଥିଲାଗି ପୁଲିସ ସବୁ ବ୍ୟବସ୍ଥା କରୁଛି। ଥାନାକୁ ନ ଆସି ଫୋନ୍ କଲେ ପୁଲିସ ଘର ଦୁଆରୁ ଆସି ଅଭିଯୋଗ କପି ନେଉଛି। ଏହିପରି ଆଉ ବାହାଘର କିମ୍ବା ଶୁଦ୍ଧିକ୍ରିୟା ପାଇଁ ଡିସିପି ଅଫିସ ଯିବାକୁ ପଡ଼ିବ ନାହିଁ | କଟକଣା ଭିତରେ କିଭଳି ଏହି କାମ ହେବ ସେଥିଲାଗି ଡିସିପି ଅଫିସରେ […]

ଭୁବନେଶ୍ବର, କରୋନାର ହିତୀୟ ଲହର ଚାରିଆଡେ ବ୍ୟାପିବାରେ ଲାଗିଛି। ତେଣୁ କିଭଳି ଲୋକେ ଘରୁ ନ ବାହାରି ସହଜରେ ଜରୁରୀ ସେବା ପାଇପାରିବେ ସେଥିଲାଗି ପୁଲିସ ସବୁ ବ୍ୟବସ୍ଥା କରୁଛି। ଥାନାକୁ ନ ଆସି ଫୋନ୍ କଲେ ପୁଲିସ ଘର ଦୁଆରୁ ଆସି ଅଭିଯୋଗ କପି ନେଉଛି। ଏହିପରି ଆଉ ବାହାଘର କିମ୍ବା ଶୁଦ୍ଧିକ୍ରିୟା ପାଇଁ ଡିସିପି ଅଫିସ ଯିବାକୁ ପଡ଼ିବ ନାହିଁ | କଟକଣା ଭିତରେ କିଭଳି ଏହି କାମ ହେବ ସେଥିଲାଗି ଡିସିପି ଅଫିସରେ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ତେତେ ଡିସିପି ଅଫିସିକୁ ନଆସିବାକୁ ବାରଣ କରାଯାଇଛି। ଯେଉଁମାନଙ୍କର ବାହାଘର କିମ୍ବା ଶୁଦ୍ଧିକ୍ରିୟା କରିବା ଅଛି ସେମାନେ ୧୦୦କୁ ଫୋନ୍ କଲ୍ କରି ଅନୁମତି ସମ୍ପର୍କରେ ସୂଚନା ପାଇପାରିବେ । ଏଥିପାଇଁ ଏକ ଟୋଲ ଫ୍ରି (୮୧୪୪୨୦୭୧୦୦) ନମ୍ବର ଜାରି କରାଯାଇଛି। ଉକ୍ତ ଫୋନ୍ ନମ୍ବରକୁ କଲ୍ କରି କିମ୍ବା ହ୍ବାଟ୍ସଆପ୍ କରି ସବିଶେଷ ତଥ୍ୟ ପାଇପାରିବେ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ଏହି ନମ୍ବରରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ଭୁବନେଶ୍ବର ଡିସିପି ଲାଇସେନ୍ସ ସେଲ ପକ୍ଷରୁ ଉକ୍ତ ନମ୍ବରରେ ଏକ ଫର୍ମାଟ ପଠାଯିବ । ସେହି ଫର୍ମ ପୂରଣ କରି ହ୍ବାଟ୍ସଆପ ଯୋଗେ ପଠାଇଲେ ଲାଇସେନ୍ସ ମିଳିପାରିବ । ଏହାର ସଫ୍ଟ କପି ମଧ୍ୟ ବ୍ୟବହାର କରି କୋଭିଡ଼ ନିୟମ ମୁତାବକ କାର୍ଯ୍ୟକ୍ରମ କରିପାରିବେ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

06 May 2021 By The Sakala

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ହ୍ବାଟ୍ସଆପ୍‌ରେ ମିଳିବ ଅନୁମତି

ଭୁବନେଶ୍ବର, କରୋନାର ହିତୀୟ ଲହର ଚାରିଆଡେ ବ୍ୟାପିବାରେ ଲାଗିଛି। ତେଣୁ କିଭଳି ଲୋକେ ଘରୁ ନ ବାହାରି ସହଜରେ ଜରୁରୀ ସେବା ପାଇପାରିବେ ସେଥିଲାଗି ପୁଲିସ ସବୁ ବ୍ୟବସ୍ଥା କରୁଛି। ଥାନାକୁ ନ ଆସି ଫୋନ୍ କଲେ ପୁଲିସ ଘର ଦୁଆରୁ ଆସି ଅଭିଯୋଗ କପି ନେଉଛି। ଏହିପରି ଆଉ ବାହାଘର କିମ୍ବା ଶୁଦ୍ଧିକ୍ରିୟା ପାଇଁ ଡିସିପି ଅଫିସ ଯିବାକୁ ପଡ଼ିବ ନାହିଁ | କଟକଣା ଭିତରେ କିଭଳି ଏହି କାମ ହେବ ସେଥିଲାଗି ଡିସିପି ଅଫିସରେ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ତେତେ ଡିସିପି ଅଫିସିକୁ ନଆସିବାକୁ ବାରଣ କରାଯାଇଛି। ଯେଉଁମାନଙ୍କର ବାହାଘର କିମ୍ବା ଶୁଦ୍ଧିକ୍ରିୟା କରିବା ଅଛି ସେମାନେ ୧୦୦କୁ ଫୋନ୍ କଲ୍ କରି ଅନୁମତି ସମ୍ପର୍କରେ ସୂଚନା ପାଇପାରିବେ । ଏଥିପାଇଁ ଏକ ଟୋଲ ଫ୍ରି (୮୧୪୪୨୦୭୧୦୦) ନମ୍ବର ଜାରି କରାଯାଇଛି। ଉକ୍ତ ଫୋନ୍ ନମ୍ବରକୁ କଲ୍ କରି କିମ୍ବା ହ୍ବାଟ୍ସଆପ୍ କରି ସବିଶେଷ ତଥ୍ୟ ପାଇପାରିବେ।

ଏହି ନମ୍ବରରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ଭୁବନେଶ୍ବର ଡିସିପି ଲାଇସେନ୍ସ ସେଲ ପକ୍ଷରୁ ଉକ୍ତ ନମ୍ବରରେ ଏକ ଫର୍ମାଟ ପଠାଯିବ । ସେହି ଫର୍ମ ପୂରଣ କରି ହ୍ବାଟ୍ସଆପ ଯୋଗେ ପଠାଇଲେ ଲାଇସେନ୍ସ ମିଳିପାରିବ । ଏହାର ସଫ୍ଟ କପି ମଧ୍ୟ ବ୍ୟବହାର କରି କୋଭିଡ଼ ନିୟମ ମୁତାବକ କାର୍ଯ୍ୟକ୍ରମ କରିପାରିବେ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର