ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ କଲେ ସରକାର, ଜାଣନ୍ତୁ କେଉଁ ଜିଲ୍ଲାରେ କେଉଁ ବର୍ଗଙ୍କୁ ମିଳିଲା ସଂରକ୍ଷଣ

The Sakala Picture
Published On

ଭୁବନେଶ୍ବର :  ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ। ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ ତେବେ ଅଭିଯୋଗ  କରାଯାଇପାରିବ।  ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ କାର୍ଯ୍ୟ ଚାଲିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ ଦିଆଯାଇଛି । ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡାନ୍ତ ନିଷ୍ପତ୍ତି […]

ଭୁବନେଶ୍ବର :  ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ। ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ ତେବେ ଅଭିଯୋଗ  କରାଯାଇପାରିବ।  ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ କାର୍ଯ୍ୟ ଚାଲିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ ଦିଆଯାଇଛି । ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି  ।୫୦ ପ୍ରତିଶତ ବା ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ସେପଟେ ଯେହେତୁ ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ନେଇ କୌଣସି ସ୍ଥାନ ସଂରକ୍ଷିତ ରହିବ ନାହିଁ  । ତେଣୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ପଛୁଆବର୍ଗ ପାଇଁ କୌଣସି ଆସନ ସଂରକ୍ଷଣ ରଖାଯାଇ ନାହିଁ  ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ଅଣସଂରକ୍ଷିତ ପଦ- ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼. ବାଲେଶ୍ବର ଓ ସୋନପୁର।  ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ- କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ ମହିଳା- ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର। ମହିଳା- ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡ଼ା ଓ ସମ୍ବଲପୁର । ଅନୁସୂଚିତ ଜନଜାତି- କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼। ଅନୁସୂଚିତ ଜାତି- କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର। ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଆହ୍ୱାନ ପାଇଁ ଉଲ୍ଲେଖ ରହିଛି  ।

24 Dec 2021 By The Sakala

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ କଲେ ସରକାର, ଜାଣନ୍ତୁ କେଉଁ ଜିଲ୍ଲାରେ କେଉଁ ବର୍ଗଙ୍କୁ ମିଳିଲା ସଂରକ୍ଷଣ

ଭୁବନେଶ୍ବର :  ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ। ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ ତେବେ ଅଭିଯୋଗ  କରାଯାଇପାରିବ।  ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ କାର୍ଯ୍ୟ ଚାଲିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ ଦିଆଯାଇଛି । ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି ।

ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି  ।୫୦ ପ୍ରତିଶତ ବା ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ସେପଟେ ଯେହେତୁ ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ନେଇ କୌଣସି ସ୍ଥାନ ସଂରକ୍ଷିତ ରହିବ ନାହିଁ  । ତେଣୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ପଛୁଆବର୍ଗ ପାଇଁ କୌଣସି ଆସନ ସଂରକ୍ଷଣ ରଖାଯାଇ ନାହିଁ  ।

ଅଣସଂରକ୍ଷିତ ପଦ- ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼. ବାଲେଶ୍ବର ଓ ସୋନପୁର।  ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ- କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ ମହିଳା- ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର। ମହିଳା- ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡ଼ା ଓ ସମ୍ବଲପୁର । ଅନୁସୂଚିତ ଜନଜାତି- କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼। ଅନୁସୂଚିତ ଜାତି- କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର। ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଆହ୍ୱାନ ପାଇଁ ଉଲ୍ଲେଖ ରହିଛି  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର