ବଣ୍ତା ଘାଟିରେ ମୂଳପୋଛ ହେଉଛି ମାଓବାଦୀଙ୍କ ପତିଆରା, ଆତ୍ମସମର୍ପଣ କଲେ ୭ ଶହ ମାଓ ସମର୍ଥକ

The Sakala Picture
Published On

ମାଲାକାନଗିରି : ଭୁଶୁଡୁଛି ମାଓବାଦୀଙ୍କ ଦୁର୍ଗ । ମାଓମୁକ୍ତ ହେଉଛି ବଣ୍ଡା ଘାଟି।ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ହାତ ଛାଡ଼ିଲେ ୭୦୦ ସମର୍ଥକ । ଅଣ୍ଡରାହାଲ ବିଏସଏଫ କ୍ୟାମ୍ପରେ ଡିଆଇଜିଙ୍କ ଉପସ୍ଥିତିରେ ମାଓ ସମର୍ଥକମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାର ୩ ଶହ ମିଲିସିଆ ଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ୟ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ […]

ମାଲାକାନଗିରି : ଭୁଶୁଡୁଛି ମାଓବାଦୀଙ୍କ ଦୁର୍ଗ । ମାଓମୁକ୍ତ ହେଉଛି ବଣ୍ଡା ଘାଟି।ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ହାତ ଛାଡ଼ିଲେ ୭୦୦ ସମର୍ଥକ । ଅଣ୍ଡରାହାଲ ବିଏସଏଫ କ୍ୟାମ୍ପରେ ଡିଆଇଜିଙ୍କ ଉପସ୍ଥିତିରେ ମାଓ ସମର୍ଥକମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାର ୩ ଶହ ମିଲିସିଆ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ୟ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

ଏହା ସହ ଅଂଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର , ବିଶୋୟୀଗୁଡା , ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି । ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଆତ୍ମସମର୍ପଣ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓ ଓ ମାଲକାନଗିରି ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସୀମା ପୂର୍ଣ୍ଣ ନିର୍ଧାରଣ ଯୋଗୁଁ ଓଡିଶା ବହୁତ କ୍ଷତି ସହିବ, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧି କମିବ: ଅରୁଣ ସାହୁ

17 Sep 2022 By The Sakala

ବଣ୍ତା ଘାଟିରେ ମୂଳପୋଛ ହେଉଛି ମାଓବାଦୀଙ୍କ ପତିଆରା, ଆତ୍ମସମର୍ପଣ କଲେ ୭ ଶହ ମାଓ ସମର୍ଥକ

ମାଲାକାନଗିରି : ଭୁଶୁଡୁଛି ମାଓବାଦୀଙ୍କ ଦୁର୍ଗ । ମାଓମୁକ୍ତ ହେଉଛି ବଣ୍ଡା ଘାଟି।ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ହାତ ଛାଡ଼ିଲେ ୭୦୦ ସମର୍ଥକ । ଅଣ୍ଡରାହାଲ ବିଏସଏଫ କ୍ୟାମ୍ପରେ ଡିଆଇଜିଙ୍କ ଉପସ୍ଥିତିରେ ମାଓ ସମର୍ଥକମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାର ୩ ଶହ ମିଲିସିଆ ଥିବା ସୂଚନା ମିଳିଛି।

ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ୟ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏହା ସହ ଅଂଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର , ବିଶୋୟୀଗୁଡା , ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି । ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଆତ୍ମସମର୍ପଣ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓ ଓ ମାଲକାନଗିରି ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର