ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

The Sakala Picture
Published On

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ୧୫ ଦିନ ତଳୁ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି। ଏବେ ସେ ଚଳାବୁଲା କରିବା ସହ ସଲିଡ୍‌ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ। ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ […]

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ୧୫ ଦିନ ତଳୁ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି। ଏବେ ସେ ଚଳାବୁଲା କରିବା ସହ ସଲିଡ୍‌ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ। ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ ଠିକ ଦୁଇ ମାସ ତଳେ ଏପ୍ରିଲ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର