ବିବାହରେ ଜମିବନି ଭୋଜିଭାତର ଆସର, ଖାଦ୍ୟ ପୁଡ଼ିଆ ନେଇ ଘରକୁ ଯିବେ ଅତିଥି

The Sakala Picture
Published On

ଭୁବନେଶ୍ବର :  କାଟୁକରୁ ନାହିଁ କରୋନା କଟକଣା । ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଗଲାଣି। ଏପ୍ରିଲ ମାସରେ କରୋନା ସଂକ୍ରମଣ ଶିର୍ଷରେ ପହଞ୍ଚିବ ବୋଲି ବିଭିନ୍ନସ୍ଥରରେ ରିପୋର୍ଟ ପ୍ରକାଶ ପାଇଲାଣି। କିନ୍ତୁ ଏହା ସେତ୍ତ୍ବ କରୋନାକୁ ପରାସ୍ତ କରିବା ପାଇଁ ଜନତାଙ୍କ ସହଯୋଗ ମିଳୁଥିବା ପରି ଦେଖାଯାଉନାହିଁ। ଦିନକୁ ଦିନ ବେକାକୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ […]

ଭୁବନେଶ୍ବର :  କାଟୁକରୁ ନାହିଁ କରୋନା କଟକଣା । ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଗଲାଣି। ଏପ୍ରିଲ ମାସରେ କରୋନା ସଂକ୍ରମଣ ଶିର୍ଷରେ ପହଞ୍ଚିବ ବୋଲି ବିଭିନ୍ନସ୍ଥରରେ ରିପୋର୍ଟ ପ୍ରକାଶ ପାଇଲାଣି। କିନ୍ତୁ ଏହା ସେତ୍ତ୍ବ କରୋନାକୁ ପରାସ୍ତ କରିବା ପାଇଁ ଜନତାଙ୍କ ସହଯୋଗ ମିଳୁଥିବା ପରି ଦେଖାଯାଉନାହିଁ। ଦିନକୁ ଦିନ ବେକାକୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ ପହଞ୍ଚି ଯାଇଛି। ତେବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଆହୁରି ପଢ଼ନ୍ତୁ: ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ନିର୍ମମ ହତ୍ୟା !

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ତା’ ସହିତ ବିବାହ ଭୋଜି ଉପରେ କଟକଣା ଲଗାଯାଇଛି।  ବାହାଘରରେ ଯୋଗ ଦେବାକୁ ଆସିଥିବା ଅତିଥି ସେଠାରେ ବସିକି ଖାଇପାରିବେ ନାହିଁ  । ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟାଯିବ । ଗହଳି, ଭିଡ଼ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଯଦି କିଏ ଏହାର ଉଲ୍ଲଂଘନ କରେ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି।

05 Apr 2021 By The Sakala

ବିବାହରେ ଜମିବନି ଭୋଜିଭାତର ଆସର, ଖାଦ୍ୟ ପୁଡ଼ିଆ ନେଇ ଘରକୁ ଯିବେ ଅତିଥି

ଭୁବନେଶ୍ବର :  କାଟୁକରୁ ନାହିଁ କରୋନା କଟକଣା । ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଗଲାଣି। ଏପ୍ରିଲ ମାସରେ କରୋନା ସଂକ୍ରମଣ ଶିର୍ଷରେ ପହଞ୍ଚିବ ବୋଲି ବିଭିନ୍ନସ୍ଥରରେ ରିପୋର୍ଟ ପ୍ରକାଶ ପାଇଲାଣି। କିନ୍ତୁ ଏହା ସେତ୍ତ୍ବ କରୋନାକୁ ପରାସ୍ତ କରିବା ପାଇଁ ଜନତାଙ୍କ ସହଯୋଗ ମିଳୁଥିବା ପରି ଦେଖାଯାଉନାହିଁ। ଦିନକୁ ଦିନ ବେକାକୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ ପହଞ୍ଚି ଯାଇଛି। ତେବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ତା’ ସହିତ ବିବାହ ଭୋଜି ଉପରେ କଟକଣା ଲଗାଯାଇଛି।  ବାହାଘରରେ ଯୋଗ ଦେବାକୁ ଆସିଥିବା ଅତିଥି ସେଠାରେ ବସିକି ଖାଇପାରିବେ ନାହିଁ  । ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟାଯିବ । ଗହଳି, ଭିଡ଼ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଯଦି କିଏ ଏହାର ଉଲ୍ଲଂଘନ କରେ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର