ତେଲକୋଇ ବନାଞ୍ଚଳ ରେ ଜନ୍ତୁ ଶୀକାର ବେଳେ ଜଣେ ଗିରଫ : ବାରହା ମାଂସ ଓ ହରିଣ ଛାଲ ଜବତ

The Sakala Picture
Published On

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଅନ୍ତର୍ଗତ ଟୁଙ୍ଗୁରୁବାହାଳୀ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତିରେ ଜଙ୍ଗଲୀ ଜନ୍ତୁ ଶୀକାର ନେଇ ବନ ବିଭାଗ କୁ ଖବର ମିଳିଥିଲା । ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ,ଫରେଷ୍ଟର ଭୂପତି ସେଠୀ, ଗାର୍ଡ ଦୀପକ ରଣା ଓ ଶାନ୍ତିଲତା ମୁଣ୍ଡାରୀ ସେଠାରେ ମିଳିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ 3 ଜଣ ଶିକାରୀ ଫେରାର ହୋଇଯାଇଥିବାବେଳେ ଜଗମୋହନପୁର ତୁଙ୍ଗୁରୁବାହାଳୀ ର ରାଜେଶ […]

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଅନ୍ତର୍ଗତ ଟୁଙ୍ଗୁରୁବାହାଳୀ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତିରେ ଜଙ୍ଗଲୀ ଜନ୍ତୁ ଶୀକାର ନେଇ ବନ ବିଭାଗ କୁ ଖବର ମିଳିଥିଲା । ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ,ଫରେଷ୍ଟର ଭୂପତି ସେଠୀ, ଗାର୍ଡ ଦୀପକ ରଣା ଓ ଶାନ୍ତିଲତା ମୁଣ୍ଡାରୀ ସେଠାରେ ମିଳିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ 3 ଜଣ ଶିକାରୀ ଫେରାର ହୋଇଯାଇଥିବାବେଳେ ଜଗମୋହନପୁର ତୁଙ୍ଗୁରୁବାହାଳୀ ର ରାଜେଶ ପଲେଇ(24)କୁ ଗିରଫ କରାଯାଇଛି । ସେଠାରୁ ବାରହା ମାଂସ,ହରିଣ ଛାଲ,ହରିଣ ସିଙ୍ଗ ଓ ଜନ୍ତୁ ଶୀକାର ସରଞ୍ଜ।ମ ଜବତ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଠିକଣାରେ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର