ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ ଆଜି ପ୍ରକାଶ ପାଇବ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼େଇ ପୂର୍ବାହ୍ନ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ କରିବାକୁ ଥିବାବେଳେ ପରୀକ୍ଷା ଫଳ ଏହି ସମୟରେ ଓଜେଇଇ ୱେବ ସାଇଟରେ ମଧ୍ୟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ତେବେ ଚଳିତ ବର୍ଷ ରାଜ୍ୟର ୬୧ଟି ଓ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ ଆଜି ପ୍ରକାଶ ପାଇବ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼େଇ ପୂର୍ବାହ୍ନ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ କରିବାକୁ ଥିବାବେଳେ ପରୀକ୍ଷା ଫଳ ଏହି ସମୟରେ ଓଜେଇଇ ୱେବ ସାଇଟରେ ମଧ୍ୟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ତେବେ ଚଳିତ ବର୍ଷ ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ୫୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପ୍ରବେଶିକା ଜୁଲାଇ ୪ରୁ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

27 Jul 2022 By The Sakala

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ ଆଜି ପ୍ରକାଶ ପାଇବ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼େଇ ପୂର୍ବାହ୍ନ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ କରିବାକୁ ଥିବାବେଳେ ପରୀକ୍ଷା ଫଳ ଏହି ସମୟରେ ଓଜେଇଇ ୱେବ ସାଇଟରେ ମଧ୍ୟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ତେବେ ଚଳିତ ବର୍ଷ ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ୫୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପ୍ରବେଶିକା ଜୁଲାଇ ୪ରୁ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

https://www.thesakala.in/latest-odisha-news/ojee-result-will-be-released-today/article-13639
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର