ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ମାଛ: କେଜି ପ୍ରତି ୬୧ ହଜାର ଟଙ୍କା

The Sakala Picture
Published On

ପାରାଦୀପ : ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ତେଲିଆ ବୋରେହି ମାଛ । ପାରାଦୀପ-ଅଠରବାଙ୍କି ବାଲିପ୍ଲଟରେ ଜାଲରେ ପଡ଼ିଥିବା ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀଙ୍କ ଜାଲରେ ୪ଟି ତେଲିଆ ମାଛ ପଡ଼ିଥିଲା । ଗୋଟିଏ ମାଛର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ତିନିଟି ୧୪, ୧୭ ଓ ୧୯ କିଲୋଗ୍ରାମ ଓଜନର ଥିଲା । କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ହିସାବରେ ମାଛକୁ […]

ପାରାଦୀପ : ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ତେଲିଆ ବୋରେହି ମାଛ । ପାରାଦୀପ-ଅଠରବାଙ୍କି ବାଲିପ୍ଲଟରେ ଜାଲରେ ପଡ଼ିଥିବା ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀଙ୍କ ଜାଲରେ ୪ଟି ତେଲିଆ ମାଛ ପଡ଼ିଥିଲା । ଗୋଟିଏ ମାଛର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ତିନିଟି ୧୪, ୧୭ ଓ ୧୯ କିଲୋଗ୍ରାମ ଓଜନର ଥିଲା । କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ହିସାବରେ ମାଛକୁ ୧୮ ଲକ୍ଷ ୩୦ ହଜାର ଟଙ୍କାରେ କିଣି ନେଇଛନ୍ତି କୋଲକାତାର ଜଣେ ବ୍ୟବସାୟୀ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର