ଜାନୁଆରୀ ୩ ତାରିଖରେ ହିଁ ଖୋଲିବ ପ୍ରାଥମିକ ସ୍କୁଲ, ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

The Sakala Picture
Published On

ଭୁବନେଶ୍ବର: ଜାନୁଆରୀ ୩ ତାରିଖ ଅର୍ଥାତ ପୂର୍ବରୁ ଘୋଷଣା ତାରିଖରେ ହିଁ ସ୍କୁଲ ଖୋଲିବ । ଏ ନେଇ ସ୍ପଷ୍ଟ କଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ । ମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ସ୍ତରରେ […]

ଭୁବନେଶ୍ବର: ଜାନୁଆରୀ ୩ ତାରିଖ ଅର୍ଥାତ ପୂର୍ବରୁ ଘୋଷଣା ତାରିଖରେ ହିଁ ସ୍କୁଲ ଖୋଲିବ । ଏ ନେଇ ସ୍ପଷ୍ଟ କଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ।

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

ମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ସ୍ତରରେ ନୋଡାଲ ଅଫିସର ବୁଲି ଭିତ୍ତିଭୂମି ଦେଖିବା ସହ ଜିଲ୍ଲା ଶିକ୍ଷାଧିକାରୀ ସହ ଆଲୋଚନ କରିଛନ୍ତି । ସଚିବ ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ଆସନ୍ତା ୪ ତାରିଖରେ ଡିଇଓଙ୍କ ସହ ଫଲ ଆଉଟ୍ ସମ୍ପର୍କରେ ବୈଠକ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବେ, ଅନଲାଇନରେ ପଢିବେ । ଭିତ୍ତିଭୂମିକୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ସ୍ବଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ ସମୟରେ ହେବ ଓ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରାଯାଇଛି ।’

ଆହୁରି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

31 Dec 2021 By The Sakala

ଜାନୁଆରୀ ୩ ତାରିଖରେ ହିଁ ଖୋଲିବ ପ୍ରାଥମିକ ସ୍କୁଲ, ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ବର: ଜାନୁଆରୀ ୩ ତାରିଖ ଅର୍ଥାତ ପୂର୍ବରୁ ଘୋଷଣା ତାରିଖରେ ହିଁ ସ୍କୁଲ ଖୋଲିବ । ଏ ନେଇ ସ୍ପଷ୍ଟ କଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ।

ମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ସ୍ତରରେ ନୋଡାଲ ଅଫିସର ବୁଲି ଭିତ୍ତିଭୂମି ଦେଖିବା ସହ ଜିଲ୍ଲା ଶିକ୍ଷାଧିକାରୀ ସହ ଆଲୋଚନ କରିଛନ୍ତି । ସଚିବ ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ଆସନ୍ତା ୪ ତାରିଖରେ ଡିଇଓଙ୍କ ସହ ଫଲ ଆଉଟ୍ ସମ୍ପର୍କରେ ବୈଠକ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବେ, ଅନଲାଇନରେ ପଢିବେ । ଭିତ୍ତିଭୂମିକୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ସ୍ବଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ ସମୟରେ ହେବ ଓ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରାଯାଇଛି ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର