ଆଜିଠାରୁ ହାଇକୋର୍ଟର ଖରାଛୁଟି
କଟକ : ଆଜିଠାରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ବା ଖରାଛୁଟି ଆରମ୍ଭ ହେଉଛି। ଏହା ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଜୁନ ୧୮ରେ ହାଇକୋର୍ଟ ଖୋଲିବ। ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ସହ ଅବକାଶକାଳୀନ ଅଦାଲତ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଗ୍ରୀଷ୍ମ ଅବକାଶ ସମୟରେ ମୋଟ ୭ଦିନ ଅବକାଶକାଳୀନ ଅଦାଲତ ବସିବ। ଆସନ୍ତା ମେ’ ୨୩, ୨୮, ୩୦ ଏବଂ ଜୁନ ୪, ୬, ୧୧ ଓ ୧୨ […]
କଟକ : ଆଜିଠାରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ବା ଖରାଛୁଟି ଆରମ୍ଭ ହେଉଛି। ଏହା ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଜୁନ ୧୮ରେ ହାଇକୋର୍ଟ ଖୋଲିବ।
ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ସହ ଅବକାଶକାଳୀନ ଅଦାଲତ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଗ୍ରୀଷ୍ମ ଅବକାଶ ସମୟରେ ମୋଟ ୭ଦିନ ଅବକାଶକାଳୀନ ଅଦାଲତ ବସିବ। ଆସନ୍ତା ମେ’ ୨୩, ୨୮, ୩୦ ଏବଂ ଜୁନ ୪, ୬, ୧୧ ଓ ୧୨ ତାରିଖରେ ଅବକାଶକାଳୀନ ଅଦାଲତ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ ପାଇଁ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ ଇ-ଫାଇଲିଂ କରାଯିବ।