ମନୋରଞ୍ଜନ
ଓଏଏସ ସ୍ତରରେ ଅଦଳବଦଳ, ୨୦ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତକାଲି ରାଜ୍ୟ ସରକାର ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରିବା ସହ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଆଉ ୨୦ ଜଣ ଓଏଏସଙ୍କୁ ବଦଳି କରାଯାଇଛି। […]
ଭୁବନେଶ୍ୱର : ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତକାଲି ରାଜ୍ୟ ସରକାର ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରିବା ସହ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଆଉ ୨୦ ଜଣ ଓଏଏସଙ୍କୁ ବଦଳି କରାଯାଇଛି।
ଆଜି ବଦଳି କରାଯାଇଥିବା ୨୦ ଜଣ ଓଏଏସଙ୍କ ମଧ୍ୟରୁ ସୈାଭାଗ୍ୟ ରଞ୍ଜନ ଦାସଙ୍କୁ ଏକ୍ସ-ଡିଏସଆର ବାଲେଶ୍ୱରରୁ ଉପଜିଲ୍ଲାପାଳ ଜଗତସିଂହପୁରଙ୍କୁ ବଦଳି କରାଯାଇଛି । ସେହିପରି ପଦ୍ମନାଭ ପୁରୋହିତଙ୍କୁ ଡିଏସଆର ବରଗଡରୁ ତହସିଲଦାର ଭଟିଲ ଭାବେ ବଦଳି , ଚୈାଧୁରୀ ପ୍ରଜାନନ୍ଦ ଦାସ ତହସିଲଦାର ଏରସମା ରୁ ଟାଙ୍ଗି-ଚୈାଦ୍ୱାରର ତହସିଲଦାର ଭାବେ ବଦଳି କରାଯାଇଛି । ଅଚ୍ୟୁତାନନ୍ଦ ଜାନିଙ୍କୁ ପାରଳାଖେମୁଣ୍ଡି ତହସିଲଦାରରୁ ଭଂଜନଗର ତହସିଲଦାର ଭାବେ ବଦଳି, ମୁରଲୀଧର ଉର୍ମାଲଙ୍କୁ ଲହୁଣିପଡା ତହସିଲଦାରରୁ ଲାଇକେରା ତହସିଲଦାର ଭାବେ ନିଯୁକ୍ତି କରାଯାଇଛି । ଶକ୍ତି ମହାପାତ୍ରଙ୍କୁ ରାଇଘର ତହସିଲଦାରରୁ କୋଟପାଡ ତହସିଲଦାର ଭାବେ ବଦଳି , ସଂଜୀବ କୁମାର ମେହେରଙ୍କୁ ବରଗଡ ତହସିଲଦାରରୁ ଡେପୁଟି କଲେକ୍ଟର ବରଗଡକୁ ବଦଳି , ଶୁଶ୍ରୀ ପ୍ରଧାନଙ୍କୁ ଡେପୁଟି କଲେକ୍ଟର କଳାହାଣ୍ଡିରୁ ଡେପୁଟି କଲେକ୍ଟର ସୁନ୍ଦରଗଡକୁ ବଦଳି , ସୈାମ୍ୟରୂପା ରଥଙ୍କୁ ଜମନକିରା ତହସିଲଦାରରୁ ଆରଡିସି ସମ୍ବଲପୁରକୁ ବଦଳି , ରଂଜିତାମେରୀ ନାୟକଙ୍କୁ ସେମିଳିଗୁଡା ତହସିଲଦାରରୁ ଡେପୁଟି କଲେକ୍ଟର କୋରାପୁଟକୁ ବଦଳି କରାଯାଇଛି ।
ସେହିପରି ପ୍ରତିମା ପିଙ୍ଗଙ୍କୁ କୁଚିଣ୍ଡା ତହସିଲଦାରରୁ ଡେପୁଟି କଲେକ୍ଟର ଝାରସୁଗୁଡାକୁ ବଦଳି , ଅଦଲ ସ୍ନେହଲତାଙ୍କୁ ନନ୍ଦାହାଣ୍ଡି ତହସିଲଦାରରୁ ଡେପୁଟି କଲେକ୍ଟର ରାୟଗଡାକୁ ବଦଳି ,ବସନ୍ତ କୁମାର ସାହଣୀଙ୍କୁ ତିହିଡି ବିଡିଓରୁ ସୋର ତହସିଲଦାର ଭାବରେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ମଧୁସୂଦନ ନାୟକଙ୍କୁ ଭଦ୍ରକ ତହସିଲଦାରରୁ କିସନନଗର ତହସିଲଦାର ଭାବେ ବଦଳି , ଦେବେନ୍ଦ୍ର କୁମାର ଶତପଥିଙ୍କୁ ବ୍ୟକ୍ତିଗତ ଅଧିକାରୀ ପାଠ୍ୟପୁସ୍ତକ ଉନ୍ମୋଚନ ରୁ ଆଡମିନଷ୍ଟ୍ରେଟିଭ ଅଫିସର, ଆରସିଏସକୁ ବଦଳି , କ୍ଷେତ୍ର ମୋହନ ସ୍ୱାଇଁଙ୍କୁ ଆଡମିନଷ୍ଟ୍ରେଟିଭ ଅଫିସର, ଆରସିଏସ ରୁ ଓଏସଡି ବିଭାଗକୁ ବଦଳି , ଶଙ୍କର ପ୍ରସାଦ ସାହୁଙ୍କୁ ବିଡିଓ କଙ୍କଡାହାଡରୁ ଡେପୁଟି କମିଶନର ଏସଏମସିକୁ ବଦଳି , ଯୋଗେନ୍ଦ୍ର ମାଝିଙ୍କୁ ଡେପୁଟି କଲେକ୍ଟର ଝାରସୁଗୁଡାରୁ ବ୍ୟକ୍ତିଗତ ଅଧିକାରୀ ପାଠ୍ୟପୁସ୍ତକ ଉନ୍ମୋଚନ ବିଭାଗକୁ ବଦଳି , ହୃଷିକେଶ ତ୍ରୀପାଠି ସବ-ରେଜିଷ୍ଟ୍ରର ଜଟଣୀ ରୁ ଡେପୁଟି କଲେକ୍ଟର ଭାବେ ବୈାଦ୍ଧକୁ ବଦଳି କରାଯାଇଛି । କାହ୍ନୁ ଚରଣ ଘଡାଇଙ୍କୁ ତହସିଲଦାର ବ୍ରହ୍ମଗିରିରୁ ରପ୍ତାନୀ ପ୍ରୋତ୍ସାହନ ଏବଂ ମାର୍କେଟିଂ , ଓଡିଶାକୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ଓଏଏସ ସ୍ତରରେ ଏକ ବଡଧରଣର ଅଦଳବଦଳ କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୧୩୯ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୩୯ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି।