କୁଖ୍ୟାତ ଲୁଟେରା ଅଖୁ ଗିରଫ ୯ ମୋବାଇଲ, ବାଇକ୍‍ ଓ ଲାପଟପ୍‍ ଜବତ

The Sakala Picture
Published On

ଭୁବନେଶ୍ୱର : ଘରୁ ଲୁଟ୍‍ପାଟ୍‍ କରୁଥିବା ଭୋଇସାହିର କୁଖ୍ୟାତ ଲୁଟେରା ପ୍ରଶାନ୍ତ ଭୋଇ ଓରଫ ଆଖୁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ତା’ ଠାରୁ ୯ଟି ମୋବାଇଲ ଫୋନ୍‍, ବାଇକ ଓ ଲାପଟପ୍‍ ଜବତ ହୋଇଛି। ପୁଲିସ କହିବା ମୁତାବକ ସମ୍ବିତ ଶୁଭଦର୍ଶୀଙ୍କ ଘର ଭାଙ୍ଗି ଅଭିଯୁକ୍ତ ଅଖୁ ଲାପଟପ୍‍ ଓ ମୋବାଇଲ ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଚୋରି ମୋବାଇଲ ଫୋନ୍‍କୁ ଟ୍ରାକିଂ କରିଥିଲା। ଏହାପରେ ଅଖୁ ରହୁଥିବା ଭୋଇସାହି […]

ଭୁବନେଶ୍ୱର : ଘରୁ ଲୁଟ୍‍ପାଟ୍‍ କରୁଥିବା ଭୋଇସାହିର କୁଖ୍ୟାତ ଲୁଟେରା ପ୍ରଶାନ୍ତ ଭୋଇ ଓରଫ ଆଖୁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ତା’ ଠାରୁ ୯ଟି ମୋବାଇଲ ଫୋନ୍‍, ବାଇକ ଓ ଲାପଟପ୍‍ ଜବତ ହୋଇଛି। ପୁଲିସ କହିବା ମୁତାବକ ସମ୍ବିତ ଶୁଭଦର୍ଶୀଙ୍କ ଘର ଭାଙ୍ଗି ଅଭିଯୁକ୍ତ ଅଖୁ ଲାପଟପ୍‍ ଓ ମୋବାଇଲ ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଚୋରି ମୋବାଇଲ ଫୋନ୍‍କୁ ଟ୍ରାକିଂ କରିଥିଲା। ଏହାପରେ ଅଖୁ ରହୁଥିବା ଭୋଇସାହି ଘରେ ଚଢ଼ଉ କରିଥିଲା। ଚୋରି ସାମଗ୍ରୀ ସହ ଆଉ କିଛି ପୂର୍ବରୁ ଜୋରି କରିଥିବା ସାମଗ୍ରୀ ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

29 Jul 2021 By The Sakala

କୁଖ୍ୟାତ ଲୁଟେରା ଅଖୁ ଗିରଫ ୯ ମୋବାଇଲ, ବାଇକ୍‍ ଓ ଲାପଟପ୍‍ ଜବତ

ଭୁବନେଶ୍ୱର : ଘରୁ ଲୁଟ୍‍ପାଟ୍‍ କରୁଥିବା ଭୋଇସାହିର କୁଖ୍ୟାତ ଲୁଟେରା ପ୍ରଶାନ୍ତ ଭୋଇ ଓରଫ ଆଖୁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ତା’ ଠାରୁ ୯ଟି ମୋବାଇଲ ଫୋନ୍‍, ବାଇକ ଓ ଲାପଟପ୍‍ ଜବତ ହୋଇଛି। ପୁଲିସ କହିବା ମୁତାବକ ସମ୍ବିତ ଶୁଭଦର୍ଶୀଙ୍କ ଘର ଭାଙ୍ଗି ଅଭିଯୁକ୍ତ ଅଖୁ ଲାପଟପ୍‍ ଓ ମୋବାଇଲ ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଚୋରି ମୋବାଇଲ ଫୋନ୍‍କୁ ଟ୍ରାକିଂ କରିଥିଲା। ଏହାପରେ ଅଖୁ ରହୁଥିବା ଭୋଇସାହି ଘରେ ଚଢ଼ଉ କରିଥିଲା। ଚୋରି ସାମଗ୍ରୀ ସହ ଆଉ କିଛି ପୂର୍ବରୁ ଜୋରି କରିଥିବା ସାମଗ୍ରୀ ଜବତ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର