କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ରହିଛି ଜଳସ୍ତର: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ବଢୁଛି ବିଭିନ୍ନ ନଦୀର ଜଳସ୍ତର। କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। […]

ଭୁବନେଶ୍ବର: ବଢୁଛି ବିଭିନ୍ନ ନଦୀର ଜଳସ୍ତର। କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି। ୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁ ସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି। ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି। ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି। କୋଲାବରେ ଆଗରୁ ଅଧିକ ବର୍ଷା ପାଇଁ ଅତୀତରେ ମାଲକାନ ଗିରିରେ ବନ୍ୟା ହୋଇଥିଲା। ସୁବର୍ଣ୍ଣରେଖା ବେସିନରେ ମଧ୍ୟ ୧୧ ଏମଏମ ବର୍ଷା ହୋଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବେସିନରେ ୧୭ ଏମଏମ ହୋଇଛି। ଏହା ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଅବସ୍ଥାରେ ନାହିଁ। ବନ୍ୟା ପରିସ୍ଥିତି କେଉଁଠି ମଧ୍ୟ ନାହିଁ। ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବଢ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଂଭକ୍ତ ରଂଜନ ମହାନ୍ତି। ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ। ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେକ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମାମାଡ଼ ଧମକ, କୋର୍ଟ ପରିସରରେ ବମ୍‌ ଓ ଡଗ୍‌ ସ୍କ୍ୱାଡ୍‌ର ଯାଞ୍ଚ

02 Aug 2024 By The Sakala

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ରହିଛି ଜଳସ୍ତର: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ବଢୁଛି ବିଭିନ୍ନ ନଦୀର ଜଳସ୍ତର। କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି। ୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁ ସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି। ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି। ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି। କୋଲାବରେ ଆଗରୁ ଅଧିକ ବର୍ଷା ପାଇଁ ଅତୀତରେ ମାଲକାନ ଗିରିରେ ବନ୍ୟା ହୋଇଥିଲା। ସୁବର୍ଣ୍ଣରେଖା ବେସିନରେ ମଧ୍ୟ ୧୧ ଏମଏମ ବର୍ଷା ହୋଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବେସିନରେ ୧୭ ଏମଏମ ହୋଇଛି। ଏହା ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି।

କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଅବସ୍ଥାରେ ନାହିଁ। ବନ୍ୟା ପରିସ୍ଥିତି କେଉଁଠି ମଧ୍ୟ ନାହିଁ। ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବଢ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଂଭକ୍ତ ରଂଜନ ମହାନ୍ତି। ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ। ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେକ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର